ସିଦ୍ଧାର୍ଥ ଟିଭିର ଜବରଦସ୍ତ ରିଏଲଇଟି ଶୋ NAACH ODISHA ଗ୍ରାଣ୍ଡ ଫିନାଲେ ରେ ରୋମାଣ୍ଟିକ ଡ୍ୟାନ୍ସ କଲେ ସୁପରଷ୍ଟାର ଯୋଡି… ଦେଖିଲେ ନିଜକୁ ସମ୍ଭାଳି ପାରିବେନି..

ଆପଣମାନେ ଜାଣିଥିବେ ଓଡିଆ ଟେଲିଭିଜନ ଇତିହାସ ସବୁଠାରୁ ବଡ଼ ରିୟାଲିଟି ଶୋ “ନାଚ ଓଡିଶା ନାଚ ” ରେ ଏବେ ଆସିବାକୁ ଯାଉଛି ଫାଇନାଲ ରାଉଣ୍ଡ । ଯାହା କି ସିଦ୍ଧାର୍ଥ ଟିଭି ରେ ତାହାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁ ଥିରେ ଦେଖିବାକୁ ମିଳିବ ଓଡିଶା ନାମୀ ଦାମୀ କଳାକାରଙ୍କ ସହିତ ମଞ୍ଚରେ ନାଚିବେ ମା ମାନେ । ତେବେ ସେପ୍ଟେମ୍ବର 18 ରେ ସନ୍ଧ୍ୟା 6 ଟାରେ ଆରମ୍ଭ ହେବାକୁ ଥିବା ଏହି ରିୟାଲିଟି ଶୋ ଓଡିଶା ସବୁଠାରୁ ବଡ଼ ରିୟାଲିଟି ଶୋ ବୋଲି କୁହାଯାଇଛି । ତେବେ ଏହି ରିୟାଲିଟି ଶୋ ଆରମ୍ଭ ହେବା ଠୁ ଏହା ଲୋକଙ୍କର ବେଶ ପ୍ରଶଂସା ପାତ୍ର ହେଇପାରିଛି ।

ତେବେ ଭାଇରାଲ ହେଉଥିବା ସେହି ରିୟାଲିଟି ଶୋ ଉପରେ ଟିକିଏ ନଜର ପକାଇବା । ତେବେ ଯାହା ଦେଖିବାକୁ ମିଳିଛି କି ଏହି ରିୟାଲିଟି ଶୋ ଆରମ୍ଭରୁ ଏଥିରେ ବହୁତ ଜଣ ଅଂଶ ଗ୍ରହଣ କରିଥିଲେ । ହେଲେ ଯେଉଁ ମାନେ ଏହି ଶୋ ଭଲ କରଥିଲେ ସେମାନଙ୍କ ଭିତରୁ 6 ଜଣ ଏବେ ଫାଇନାଲ ରେ ପହଞ୍ଚିଯାଇଛନ୍ତି ।

 

ଯାହାକୁ ନେଇ 18 ସେପ୍ଟେମ୍ବର ରେ ଅନୁଷ୍ଠିତ ହେବାକୁ ଯାଇଛି ଗ୍ରାଣ୍ଡ ଫାଇନାଲ ।ତେବେ ଏହି ରିୟାଲିଟି ଶୋ ଓଡିଶା ମା ମାନଙ୍କର ପ୍ରତିଭାକୁ ଦେଖାଇବା ସୁଯୋଗ ଦେଇଛି । ତେବେ କିଏ ହେବ ଏହି ନାଚ ଓଡିଶା ନାଚ ର ସିଜିନ 1 ର ଗ୍ରାଣ୍ଡ ଫାଇନାଲ ବିଜେତା ତାହା ଏବେ ଦେଖିବାକୁ ବାକି ରହିଛି ।


ତାହାଲେ ଏହି ସିଜିନ 1 ନାଚ ଓଡିଶା ନାଚ ରେ ଅଂଶ ଗ୍ରହଣ କରିଥିବା କଣ ଅନୁକଣ ବିଭିନ୍ନ ଅଂଶଦାର ମାନେ ସେମାନେ ସେମାନଙ୍କର ବେଷ୍ଟ ଦେଇ ଆଜି ନାଚ ଓଡିଶା ନାଚ ର ଗ୍ରାଣ୍ଡ ଫାଇନାଲ ରେ ପହଞ୍ଚିଛନ୍ତି ।ତେବେ ଏହି ଗ୍ରାଣ୍ଡ ଫାଇନାଲ ରେ ପହଞ୍ଚି ଥିବା 6 ଅଂଶୀଦାର ମାନଙ୍କ ଭିତରୁ କିଏ ନାଚ ନାଚ ଓଡିଶା ନାଚ ର ଗ୍ରାଣ୍ଡ ଫାଇନାଲ ର ବିଜୟୀ ମୁକୁଟ ପିନ୍ଧିବ ତାହା ଜଣାପଡିବ ।ତାହେଲେ ଏତେ ଦିନ ଧରି ଆପଣଙ୍କୁ ତାର ସ୍ନେହ ଶ୍ରଦ୍ଧା ରେ ବାନ୍ଧି ରଖିଥିବା ସେହି ରିୟାଲିଟି ଶୋ ଯାହା ସିଦ୍ଧାର୍ଥ ଟିଭି ରେ ପ୍ରସାରଣ ହେଉଥିଲା । ସେହି ରିୟାଲିଟି ଶୋ ଏବେ ତାହାର 6 ଜଣ ଫାଇନାଲ ଅଂଶୀ ଦାର ଙ୍କୁ ନେଇ ଶେଷ ପର୍ଯ୍ୟାୟ ରେ ପହଞ୍ଚି ସାରିଛି ।

ତାହାଲେ ସେପ୍ଟେମ୍ବର 18 ତାରିଖ ସନ୍ଧ୍ୟା 6 ଟା ରେ ଏହାର ଗ୍ରାଣ୍ଡ ଫାଇନାଲ ଏହି ମଞ୍ଚ ରେ 6 ଜଣ ଫାଇନାଲ ଡ୍ୟାନ୍ସ ଙ୍କ ସହିତ ନଜର ଆସିବେ ଓଡିଶା ର ନାମୀ ଦାମୀ କଳାକାର ଓ ସେଠାର ଉପସ୍ଥିତ ଥିବା ଜର୍ଜ ମାନେ ମଧ୍ୟ ଡ୍ୟାନ୍ସ କରିବାରେ ନଜର ଆସିବେ ।ତାହାଲେ ଆପଣଙ୍କର ବହୁ ଦିନ ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । ଆଉ ଯାହା ଜଣା ପଡିଛି କି ସେପ୍ଟେମ୍ବର 18 ତାରିଖ ରେ ନାଚ ଓଡିଶା ନାଚ ସିଜିନ 1 ର ଗ୍ରାଣ୍ଡ ଫାଇନାଲ ହେବାକୁ ଯାଉଛି । ଆଉ ଯାହା ସମଗ୍ର ଓଡିଶା ର ଲୋକ ମାନେ ଅପେକ୍ଷା କରିକି ଥିଲେ ତାହା ପୂରଣ ହେବାକୁ ଯାଉଛି । ଆଉ ଯେଉଁ କଥା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି ।

Leave a Comment