52 ବର୍ଷୀୟ ପ୍ରଫେସର ଙ୍କ ପ୍ରେମ ରେ 20 ବର୍ଷୀୟା ଛାତ୍ରୀ ପଡ଼ି ଗଲେ, ଛାତ୍ରୀ ଙ୍କ ପ୍ରପୋଜ ରେ ପ୍ରଫେସର ଜଣଙ୍କ ତରଳି ଯାଇ ଥିଲେ | ପ୍ରଥମେ ପ୍ରଫେସର ଜଣଙ୍କ ବିଶ୍ୱାସ କରି ପାରି ନଥିଲେ ଆଉ ବିଶ୍ୱାସ କରି ପ୍ରେମ ରେ ପଡ଼ିଲା ପରେ ଛାତ୍ରୀ ଙ୍କୁ ବିବାହ କଲେ | କୁହାଯାଏ କି ଯାହାକୁ ଯିଏ ଭଲ ପାଏ ସିଏ ହିଁ ତାର ଆବେଗ ବୁଝି ପାରେ, ପ୍ରେମ କାହାକୁ କେତେ ବେଳେ ଯେ ହୋଇ ଯାଏ ତାହା କହି ହୁଏ ନାହିଁ ଏବଂ ପ୍ରେମ ରେ କୌଣସି ବୟସ ର ତାରତମ୍ୟ ନଥାଏ | ଏମିତି ଏକ କଥାକୁ ପାକିସ୍ତାନ ର ଜଣେ ଦମ୍ପତି ସତ କରି ଦେଖାଇଛନ୍ତି ଯାହାଙ୍କର ଲଭ ଷ୍ଟୋରି ଏବେ ଖୁବ ଚର୍ଚ୍ଚା ରେ ରହିଛି | ପାକିସ୍ତାନ ର ଜଣେ 20 ବର୍ଷୀୟା ଛାତ୍ରୀ ନିଜ 52 ବର୍ଷୀୟ ଶିକ୍ଷକ ଙ୍କ ପ୍ରେମ ରେ ପଡ଼ି ଥିଲେ |
ପ୍ରଥମେ ଶିକ୍ଷକ ତାଙ୍କ ପ୍ରସ୍ତାବ କି ଅଦ୍ଭୁତ ମନେ କରି ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ମଧ୍ୟ ନିଜ ଶିଷ୍ୟ ଙ୍କ ପ୍ରେମ ରେ ପଡ଼ି ଗଲେ ଏବଂ ଏକ ନିଆଁରା ପ୍ରେମ କାହାଣୀ ଆରମ୍ଭ ହେଲା ଯାହା ବିବାହ ସହିତ ସମାପ୍ତ ହୋଇ ଗଲା | ଏହି ପ୍ରେମ କାହାଣୀ ଟି 20 ବର୍ଷୀୟା ବିକମ ଛାତ୍ରୀ ଜୟା ଏବଂ ତାଙ୍କର 52 ବର୍ଷୀୟ ପ୍ରଫେସର ସାଜିଦ ଅଲ୍ଲୀ ଙ୍କର ଅଟେ | ଜୟା ନିଜେ କୁହନ୍ତି ଯେ ତାଙ୍କ ପ୍ରଫେସର ତାଙ୍କ ପ୍ରେମରେ ପଡ଼ି ନଥିଲେ କିନ୍ତୁ ଯେତେ ବେଳେ ଜୟା ନିଜେ କଲେଜ ତାଙ୍କୁ ପ୍ରେମ ପାଇଁ ପ୍ରସ୍ତାବ ଦେଇ ଥିଲେ ସେତେ ବେଳେ ସେ ଏହା ବିଷୟ ରେ ପଚାରି ଥିଲେ |
ତେବେ ଏହା ପୂର୍ବରୁ ସାଜିଦ ତାଙ୍କ ପ୍ରସ୍ତାବ କୁ ପ୍ରତ୍ୟାଖାନ କରି ଦେଇ ଥିଲେ କାରଣ ତାଙ୍କ ମଧ୍ୟରେ 25 ବର୍ଷ ବୟସ ର ବ୍ୟବଧାନ ରହିଥିଲା | ଏକ ସପ୍ତାହ ମାଗିବା ପରେ ସେ ଅନୁଭବ କଲେ ଯେ ସେ ଜୟା ଙ୍କୁ ଭଲ ପାଆନ୍ତି | ଯେହେତୁ ବୟସ ମେଳ ଖାଉ ନଥିଲା ଉଭୟ ଙ୍କ ପରିବାର ରେ ଏହାକୁ ବିରୋଧ କରି ଥିଲେ | ସାଜିଦ ଙ୍କ ପରିବାର ଅନୁଭବ କରି ଥିଲେ କି ଜୟା ଅଧିକ ସୁନ୍ଦର ଅଟେ ତେବେ ପରେ ପରେ ଉଭୟ ଙ୍କ ପରିବାର ସହମତି ରେ ବିବାହ କାର୍ଯ୍ୟ ସମାପ୍ତ ହୋଇ ଥିଲା | ଆମେ କହି ରଖିବାକୁ ଚାହିଁବୁ କି ପାକିସ୍ତାନ ରେ ଏଭଳି ବିବାହ ର କୌଣସି ଅଭାବ ନାହିଁ, ଏହା ପୂର୍ବରୁ ଜଣେ 55 ବର୍ଷୀୟ ବ୍ୟକ୍ତି ଫାରୁକ ଅହମ୍ମଦ ଜଣେ 18 ବର୍ଷୀୟା ଝିଅ ମୁସ୍କାନ ଙ୍କୁ ବିବାହ କରି ଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।