ତେବେ ଆମ ସମାଜ ରେ କାହାର କେତେ ବେଳେ ଯେ କଣ ହେବ ତାହା କେହି ହେଲେ କହି ପାରିବେ ନାହିଁ ସେ ସାଧାରଣ ଲୋକ ଟିଏ ହେଉ କି କେଁଉ ଏକ ବଡ଼ ଷ୍ଟାର ହେଉ | ଆପଣ ତ ଏହା ଜାଣନ୍ତି ଜନ୍ମ ଅଛି ମାନେ ମୃତ୍ୟୁ ମଧ୍ୟ ରହିଛି ଆଉ କାହାର କେତେ ବେଳେ ଯେ ମୃତ୍ୟୁ ଆସିବ ତାହା କେହି ହେଲେ କହି ପାରିବେ ନାହିଁ | ତେବେ ଏକ ଦୁଃଖର ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ | ଅଭିନେତା ଶ୍ରୀତମ ଦାସଙ୍କ ଉପରେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଛି ଯାହାକି ତାଙ୍କ ମା ସଂଯୁକ୍ତା ଆଉ ଏହି ଦୁନିଆଁ ରେ ନାହାଁନ୍ତି |
ସୂଚନା ଅନୁଯାଇ ଗତ କାଲି ସଂଧ୍ୟା 5 ଟା ବେଳେ ସେ ମୃତ୍ୟୁ ବରଣ କରିଛନ୍ତି, ତେବେ ଅଭିନେତା ଶ୍ରୀତମ ଦାସ ଙ୍କର ମା ସଂଯୁକ୍ତା ଦାସ ଙ୍କର ମୃତ୍ୟୁ ଘଟିଛି ଏବଂ ତାଙ୍କର ହାର୍ଟ ସମସ୍ୟା ଯୋଗୁଁ ହାର୍ଟ ରୋକି ଯିବାରୁ ତାଙ୍କର ମୃତ୍ୟୁ ଘଟି ଯାଇଛି | କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ସଂଯୁକ୍ତା ଥିଲେ, କିଛି ଦିନ ତଳେ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରି ଥିଲେ ଏବଂ ସେଥିପାଇଁ ଘରର ପରିବାର ଲୋକ ବହୁତ ଖୁସି ଥିଲେ | ତେବେ ତାଙ୍କ ମା ସଂଯୁକ୍ତା ଶ୍ରୀତମ ଙ୍କୁ ଖୁବ ଭଲ ପାଆନ୍ତି କାରଣ ଶ୍ରୀତମ ହେଉଛି ତାଙ୍କର ଗୋଟିଏ ବୋଲି ପୁଅ ଆଉ ତାଙ୍କ ପୁଅ କୁ ଖୁବ ସୁନ୍ଦର ଭାବେ ଗଢି ତୋଳି ଥିଲେ ଆଉ ଶ୍ରୀତମ ମଧ୍ୟ ତାଙ୍କ ମା ଙ୍କୁ ଅତି ଭଲ ପାଉ ଥିଲେ ଏବଂ ସ୍ନହେ ଦେଉ ଥିଲେ |
ଆଜି ମାଙ୍କ ବିୟୋଗ ରେ ଶ୍ରୀତମ ପୁରାପୁରି ଭାଙ୍ଗି ପଡ଼ିଛନ୍ତି କାରଣ ଶ୍ରୀତମ ଓ ତାଙ୍କ ମା ସଂଯୁକ୍ତା ମଧ୍ୟରେ ଖୁବ ଭଲ ବଣ୍ଡିଙ୍ଗ ରହିଥିଲା | ଆଉ ଏହି କଥା ସଂଯୁକ୍ତା ଙ୍କର ବୋହୂ ବା ଶ୍ରୀତମ ଙ୍କର ସ୍ତ୍ରୀ କୁହନ୍ତି ଯେ ତାଙ୍କ ସ୍ୱାମୀ ଆଉ ମା ଖୁବ ଭଲ ସାଙ୍ଗ ଥିଲେ ଯାହାକୁ ଦେଖି ତାଙ୍କ ସ୍ତ୍ରୀ ଖୁବ ପସନ୍ଦ କରି ଥିଲେ ଆଉ ପରେ ଶ୍ରୀତମ ଙ୍କୁ ବାହା ହେବେ ବୋଲି କହି ଥିଲେ | ଯାହାଙ୍କର କଥାକୁ ଟାଳି ନପାରି ଶ୍ରୀତମ ତାଙ୍କ ସ୍ତ୍ରୀ ଙ୍କୁ ବିବାହ କରି ଥିଲେ ଯାହାକି ଏହା ହିଁ ଶ୍ରୀତମ ଙ୍କର ଷ୍ଟ୍ରଗଲ ର କାହାଣୀ ଥିଲା ଆଉ ତାଙ୍କ ମା ଙ୍କୁ ହରାଇ ସେ ଆଜି ପୁରା ଭାଙ୍ଗି ପଡ଼ିଛନ୍ତି ଏବଂ ମୁଣ୍ଡ ବାଡେଇ କାନ୍ଦୁଛନ୍ତି | ତେବେ ଶ୍ରୀତମ ଦାସ ଙ୍କର ମା ଆତ୍ମା ର ସଦଗତି ନିମନ୍ତେ ଆମର ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିବା |