ଏହି ମହିଳା IAS ଅଫିସର Srushti jayant ଙ୍କ ପାୱାର ଦେଖିଲେ ଆପଣ ବି ଗର୍ବ ଅନୁଭବ କରିବେ… ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ…

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ ଯାହାକି ବେଳେ ବେଳେ ଆଶ୍ଚର୍ଯ୍ୟ ଜନକ ହୋଇ ଥିବା ବେଳେ ଆଉ କିଛି ଏମିତି ଘଟଣା ସାମ୍ନାକୁ ଆସେ ଯାହାକୁ ଦେଖି ଖୁବ ଖୁସି ଅନୁଭବ ହୋଇ ଥାଏ | ମନରେ ଏକ ନୂଆ ପ୍ରକାର ର ଇଚ୍ଛା ଶକ୍ତି ଜାଗ୍ରତ ହୋଇ ଥାଏ ଏବଂ ଏଭଳି କିଛି କାମ ଆମ ଦେଶ ପ୍ରତି ଭଲ ପାଇବା ଆହୁରି ବଢ଼ାଇ ଦେଇ ଥାଏ | ତେବେ ନିଜର ସ୍ଥାନ ଏପରି ଜାଗାରେ ରଖିବା ଦରକାର ଯାହାକି ଲୋକ ମାନେ ଆମ ପଦବୀ କୁ ନୁହେଁ ବରଂ ଆମ କାମକୁ ସମ୍ମାନ ଦେବେ |


ଯଦି ଜଣେ ବ୍ୟକ୍ତି ପାଖରେ ସେଭଳି କ୍ଷମତା ରହିବ ନାହିଁ ତେବେ ସେ ପଦବୀ ରେ ରହିବାର ତାର କୌଣସି ଯୋଗ୍ୟତା ନାହିଁ | ତେବେ ଅନେକ ଆଇଏସ ଅଫିସର ଅଛନ୍ତି ଯିଏ କି ତାଙ୍କ କାର୍ଯ୍ୟ ଦ୍ୱାରା ଲୋକ ମାନଙ୍କ ମନରେ ସମ୍ମାନ ବଢ଼ାଇ ଦେଇ ଥାଆନ୍ତି |

ସେହିଭଳି ଜଣେ ହେଉଛି ଆଇଏସ ଅଫିସର ସୃଷ୍ଟି ଦେଶମୁଖ ସେ ସବୁବେଳେ ନିଜ କାର୍ଯ୍ୟ ପାଇଁ ଚର୍ଚ୍ଚା ରେ ରହି ଥାଆନ୍ତି ଆଉ ତାଙ୍କୁ ନେଇ ଦେଶ ସାରା ସମସ୍ତେ ଗର୍ବ ଅନୁଭବ କରିଥାନ୍ତି | ତେବେ ଏକ ଭିଡ଼ିଓ ରେ ଆଇଏସ ସୃଷ୍ଟି ଦେଶମୁଖ ନିଜର ପାୱାର ଦେଖାଉଛନ୍ତି, ଆସନ୍ତୁ ଏହି ଭିଡ଼ିଓ ଟି ସମ୍ପର୍କ ରେ ଆଲୋଚନା କରିବା |


ସେଭଳି ପାୱାର ନଥିଲେ ଜଣେ କେବେ ହେଲେ ଆଇଏସ ହୋଇ ପାରିବ ନାହିଁ, ନିଜ ପାଖରେ ପାୱାର ନଥିଲେ ସେ କେବେ ହେଲେ ଠିକ ଭାବରେ ଦାୟିତ୍ୱ ତୁଲାଇ ପାରିବ ନାହିଁ କି ଦେଶର ଲୋକ ମାନଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେଇ ପାରିବ ନାହିଁ | ଆଇଏସ ସୃଷ୍ଟି ଦେଶମୁଖ ଆମ ଦେଶର ଲୋକ ଙ୍କ ପାଇଁ ଅନେକ କାର୍ଯ୍ୟ କରି ଆସିଛନ୍ତି ଆଉ ସେଥିପାଇଁ ସେ ସବୁବେଳେ ଚର୍ଚ୍ଚା ରେ ମଧ୍ୟ ରହିଥାନ୍ତି | ଏଭଳି ଅନେକ ଭିଡ଼ିଓ ଦେଖି ଥିବେ ଯେଉଁଠି ସୃଷ୍ଟି ଦେଶମୁଖ ଲୋକଙ୍କ ଦୁଃଖ ସମୟରେ ତାଙ୍କ ସାଥିରେ ରହିଛନ୍ତି ଆଉ ସ୍କୁଲ ଯାଇ ମଧ୍ୟ ପିଲା ମାନଙ୍କ ସହ ମିସିଛନ୍ତି |

ଏହି ଭିଡ଼ିଓ ଟିରେ ସୃଷ୍ଟି ଦେଶମୁଖ କିଭଳି ଭାବରେ CRPF ଯବାନ ମାନଙ୍କୁ ସମ୍ମାନ ଦେଉଛନ୍ତି ଏବଂ ତାଙ୍କ କାମ ପାଇଁ ତାଙ୍କୁ କିପରି ଧନ୍ୟବାଦ ଦେଉଛନ୍ତି ତାହା ଏଠାରେ ଦେଖିବା ପାଇଁ ମିଳିଛି | କେଉଁଭଳି ଭାବରେ ଯବାନ ମାନେ ସମ୍ମାନ ର ସହିତ ସୃଷ୍ଟି ଦେଶମୁଖ ଙ୍କୁ ସାଲୁଟ ମାରୁଛନ୍ତି ତାହା ଏଠାରେ ଦେଖିବା ପାଇଁ ମିଳିଛି | ତେବେ ଏଭଳି ଏକ ଦୃଶ୍ୟ ଦେଖିଲେ ଖୁସିରେ ଆପଣଙ୍କ ରୁମ ମଧ୍ୟ ଟାଙ୍କୁରୀ ଉଠିବ ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

Leave a Comment