ଦେଖନ୍ତୁ Shocking ଭିଡ଼ିଓ ଚାଲ ଆମେ ମିଶି, ମୋ ସ୍ୱାମୀକୁ ମାରିଦେବା । ମୁଁ ଧରିବି….ତୁମେ କାଟିବ ।

ଏ ଦୁନିଆରେ ସବୁ ମିଛ କିନ୍ତୁ କେବଳ ଗୋଟିଏ ଅକାଟ୍ୟ ସତ୍ୟ ହେଉଛି ମୃତ୍ୟୁ । ତେବେ ଆପଣ ସବୁ କିଛି ଲୁଚେଇ ରଖିପାରିବେ କିନ୍ତୁ ମୃତ୍ୟୁକୁ କେବେ ଲୁଚେଇ ରଖିବେ ପାରିବେ ନାହିଁ । ଆଉ ଏମିତିରେ ତ ଆପଣ ମାନେ ସମସ୍ତେ ବେଶ୍ ଭଲ ଭବାରେ ଜାଣିଥିବେ ଯେ ସତ କୁ ଯେତେ ଲୁଚାଇବାକୁ ଚାହିଁଲେ ମଧ୍ୟ ସେ ଦିନେ ନାଁ ଦିନେ ସାତ ତାଳ ପଙ୍କ ଭିତରୁ ଫୁଟି ବାହାରେ । ତେବେ ସମୟ ବର୍ତ୍ତମାନ ଏମିତି ହୋଇ ଗଲାଣି ଯେଉଁଠାରେ ଦେଖିଲେ ସବୁ ଜାଗାରେ ପ୍ରେମ ପାଇଁ ସବୁ ଘଟଣା ଘଟୁଛି। ଆଉ ସବୁ ଘଟଣା ପଛରେ ଜଣେ ମହିଳା ର ହାତ ରହୁଛି। କୁହା ଯାଇଥାଏ ପ୍ରେମ କରି ଦେଇଥାଏ ଅନ୍ଧ ଯାହା ଏଠାରେ ନଜରକୁ ଆସିଛି। ଠିକ୍‌ ସେମିତି ଏକ ଚାଞ୍ଚଲ୍ୟକର ଘଟଣା ଏବେ ସାମ୍ନା କୁ ଆସିଛି ।

ଘଟଣା ଅନୁସାରେ ଜଣେ ସ୍ତ୍ରୀ ତାର 2 ପୁଅ, ଜଣେ 20 ବର୍ଷର ଏବଂ ଅନ୍ୟ ଜଣେ 16ବର୍ଷର ପୁଅ ଥାଇ ବି ତାଙ୍କୁ ଘାରିଛି ପରକିୟାର ପ୍ରେମ । ତଥାପି ତାଙ୍କୁ ମତୁୱାଲା କରୁଛି ଅନ୍ୟ ଜଣେ ପୁରୁଷ ,ତଥାପି ତାଙ୍କ ସ୍ବପ୍ନରେ ଆସୁଛି ତାଙ୍କ ସ୍ବାମୀ ନୁହଁ ତାଙ୍କ ସେ ଭଲପାଉଥିବା ପୁରୁଷ । ଆଉ କୁଆଡେ ମହିଳା ଜଣଙ୍କ ଫୋନରେ ଡାକନ୍ତି ଶୁଣ ସେ ନାହାଁନ୍ତି ତୋମେ ଆସୁନ ।

ତେବେ କଥାରେ ଅଛି ଚୋରା ପିରତି କେତେ ଦିନ ଚାଲିବ ଦିନେ ନାଁ ଦିନେ ତ ସାମ୍ନାକୁ ଆସିବ ନାଁ । ଠିକ୍ ସେମିତି ସ୍ବାମୀ ସମ୍ମୁଖରେ ପଡି ଯାଇଥିଲେ ସ୍ତ୍ରୀର ଅସଲ ଚେହେରା । ଆଉ ତାପରେ ସ୍ବାମୀ କୁ ସବୁ ଦିନ ପାଇଁ ରାସ୍ତା ରେ ହଟେଇ ଦେବା ପାଇଁ ସ୍ତ୍ରୀ କରି ଥିଲା ଯୋଜନା । କୁଆଡେ 5 ଲକ୍ଷ ଟଙ୍କା ଖର୍ଚ୍ଚ କରି ଥିଲା ପ୍ରେମିକ ସହ ମିଶି ତା ସ୍ବାମୀକୁ ମାରି ଦେବା ପାଇଁ ।

ଆଜ୍ଞା ହଁ ସ୍ବାମୀକୁ ହତ୍ୟା ଯୋଜନା କରି ସୁପାରୀ କିଲରଙ୍କୁ ଟଙ୍କା ଦେବା ଅଭିଯୋଗ ରେ ସ୍ତ୍ରୀ ସମେତ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓଡଗାଁ ପୋଲିସ । ଗିରଫ ଯୁବକ ଜଣଙ୍କ ହେଉଛନ୍ତି ବାଙ୍କି ଅଞ୍ଚଳର ବିକ୍ରମ ବେହେରା ଆଉ ମହିଳା ଜଣଙ୍କ ହେଉଛନ୍ତି ଛବି ନାୟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଡଗାଁ ଆଦର୍ଶ ଥାନା ବାହାରଝୁଲା ଫାଣ୍ଡି ଅନ୍ତର୍ଗତ ଗୁମିଗ୍ରାମରେ ।

ତେବେ ଏହି ଗୁମି ଅଞ୍ଚଳର ଗୋପାଳ ନାୟକ ଯିଏକି ଛବିଙ୍କର ସ୍ବାମୀ ଭୂବନେଶ୍ବରରେ ରହି ପରିବାର ପ୍ରତିପୋଷଣ ନିମନ୍ତେ କାମ କରନ୍ତି । ଆଉ ସ୍ବାମୀର ଅନୁପସ୍ଥିତରେ ତାଙ୍କ ସ୍ତ୍ରୀ ବାଙ୍କି ଅଞ୍ଚଳରେ ଜଣେ ପୁରୁଷଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ତେବେ ଏ ଦୀର୍ଘଦିନର ଚୋରାପ୍ରେମକୁ ସତ କରିବା ପାଇଁ ସ୍ବାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ଯୋଜନା କରିଥିଲା ସ୍ତ୍ରୀ ।

ପରକ୍ରିୟାପ୍ରିତୀରେ ଅନ୍ଧ ହୋଇ ସ୍ବାମୀକୁ ହତ୍ୟା କରିବା ନିମନ୍ତେ ସଂପୃକ୍ତ ଯୁବକଙ୍କୁ 5ଲକ୍ଷ ଟଙ୍କା ଦେଇଥିଲା । ଫଳରେ ଉକ୍ତ ଯୁବକ ଜଣଙ୍କ ସ୍ବାମୀ ଘରେ ଥିବା ସମୟରେ ହାତରେ ଏକ ଧାରୁଆ ଅସ୍ତ୍ର ନେଇ ଆକ୍ରମଣ କରିଥିଲା । ଆଉ ଗୋପାଳ ଚିତ୍କାର କରିବାରୁ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ଉଭୟ ଛବି ଆଉ ତା ପ୍ରେମିକ ବିକ୍ରମକୁ କାବୁ କରିନେଇଥିଲେ । ଏହାପରେ ଓ଼ଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିକ୍ରମ ସହିତ ଛବିକୁ ଗିରଫ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ଆଉ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment