ସ୍ୱାମୀ ସ୍ତ୍ରୀ ଏହି ନିୟମ ପାଳନ କଲେ ତାଙ୍କର ପୁଅ ଜନ୍ମ ହୋଇଥାଏ – Sadhu Ban

ଯେତେ ବେଳେ ଏକ ନାରୀ ବିବାହ କରିଥାଏ ସେତେ ବେଳେ ତାର ପ୍ରଥମ ସ୍ୱପ୍ନ ଥାଏ କି ସେ ଏକ ମା ହେବ ଆଉ ମା ହୋଇ ଗଲା ପରେ ତାର ସବୁ ସ୍ୱପ୍ନ ସାକାର ହୋଇ ଯାଇଥାଏ | ତେବେ ପ୍ରାୟ ପରିବାର ଚାହିଁ ଥାଆନ୍ତି କି ତାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ନେଉ କାରଣ ପୁତ୍ର ସନ୍ତାନ କୁଳ ଆଗକୁ ବଢ଼ାଇ ଥାଏ ଏବଂ ବାପା ମା ର ସାହାରା ବାଡ଼ି ହୋଇ ଥାଏ | କିନ୍ତୁ ଏହା ସତ ଯେ ପୁଅ ହେଉ କି ଝିଅ ଏହା ଈଶ୍ୱର ଙ୍କର କୃପା ହୋଇ ଥାଏ ଏବଂ ଆଜିକାଲି ର ଦୁନିଆଁ ରେ ପୁଅ ଝିଅ ସବୁ ସମାନ ଅଟନ୍ତି |

ଝିଅ ହେଉ ଅବା ପୁଅ କେବେ ମନ ଉଣା କରିବା ଉଚିତ ନୁହେଁ କେବଳ ବାସ ଵଂଶ ଆଗକୁ ନେବା ପାଇଁ ସମସ୍ତ ଙ୍କ ମନରେ ପୁତ୍ର ସନ୍ତାନ ର ଇଚ୍ଛା ରହି ଥାଏ | ତେବେ ପୁତ୍ର ସନ୍ତାନ ପ୍ରାପ୍ତି କରିବା ପାଇଁ ହେଲେ କିଛି ଜ୍ୟୋତିଷ ଶାସ୍ତ୍ର କୁ ମାନିବା ପାଇଁ ପଡ଼ି ଥାଏ ଏବଂ ଏହା ସହିତ କିଛି ଉପାୟ ମଧ୍ୟ କରିବାକୁ ପଡ଼େ ଯାହା ଦ୍ୱାରା ଆମକୁ ପୁତ୍ର ସନ୍ତାନ ପ୍ରାପ୍ତି ହୋଇ ଥାଏ | ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ୱାରା ଆମେ ପୁତ୍ର ସନ୍ତାନ ଲାଭ କରି ପାରିବା |

 

ପୁତ୍ର ସନ୍ତାନ ପାଇଁ କଣ କରିବା ଆବଶ୍ୟକ :-
1. ପ୍ରଥମ ଟି ହେଉଛି ଯଦି କୌଣସି ମହିଳା ରବିବାର ଦିନ ଆମିଷ ଖାଇବେ ନାହିଁ ତେବେ ନିହାତି ଭାବରେ ତାଙ୍କର ପୁତ୍ର ସନ୍ତାନ ଯୋଗ ବନିବ |

2. ଦ୍ୱିତୀୟ ଟି ହେଉଛି ଆପଣ ମାନେ ଆପଣ ଙ୍କ ବେଡ଼ ରୁମ ରେ ଶୋଇବା ସ୍ଥାନରେ ଯେଉଁ ପଟକୁ ମୁହଁ କରିକି ଶୋଇବେ ସେହିଁ ପଟ କାନ୍ଥ ରେ କୁନି ସୁନ୍ଦର ପୁଅ ଟିର ଫୋଟ କୁ ଟାଙ୍ଗୀ ଦିଅନ୍ତୁ | ଆଉ ଯାହା କୁ ମା ଜଣଙ୍କ ଯେମିତି ସବୁବେଳେ ଦେଖୁଥିବ ଆଉ ନଜର ପଢୁଥିବ ସେହି ପିଲା ଟି ଉପରେ ଦେଖିବେ ଆପଣ ଙ୍କର ନିହାତି ଭାବରେ ପୁତ୍ର ସନ୍ତାନ ହେବ |

3. ତୃତୀୟ ଉପାୟ ଟି ହେଉଛି, ଆପଣ ଯେତେ ବେଳେ ଠାକୁର ପୂଜା କରୁଛନ୍ତି ସେତେ ବେଳେ ନିହାତି ଭାବରେ ଘିଅ ଦୀପ ଟିଏ ଜାଳି ପୂଜା କରନ୍ତୁ | ବିଶେଷ ଭାବରେ ସୋମବାର ଓ ଶନିବାର ଦିନ ଘିଅ ଦୀପ ଟିଏ ଜାଳି ରଖି ଦିଅନ୍ତୁ ଦେଖିବେ ଆପଣ ଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହେବ | ଏହି ସବୁ ଉପାୟ ମାନ କରିବା ଦ୍ୱାରା ଆପଣ ଙ୍କର ପୁତ୍ର ସନ୍ତାନ ହେବାର ଯୋଗ ବନିବ |

Leave a Comment