Traditional Tharu Sakhiya Nach… ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ସୋସିଆଲ ମିଡ଼ିଆ ରେ ଆମେ ଅନେକ କିଛି କାର୍ଯ୍ୟକ୍ରମ ଦେଖି ଥାଉ କାରଣ ଏହା ଗୋଟେ ମାଧ୍ୟମ ଯାହା ଦ୍ୱାରା ଲୋକ ମାନେ କିଛି ମନରଞ୍ଜନ କାର୍ଯ୍ୟକ୍ରମ ଦେଖି ନିଜକୁ ହଜାଇ ଦେଇ ଥାଆନ୍ତି | ତେବେ ଟିଭି ଏବଂ ମୋବାଇଲ ମାଧ୍ୟମ ରେ ଆମେ ଅନେକ ନାଚ ଗୀତ ଦେଖି ଥାଉ କେହି କେହି ଏହି ମାଧ୍ୟମ ରେ ସାରା ଜଗତ ରେ ନାଁ ମଧ୍ୟ କରି ପାରିଥାନ୍ତି | ତେବେ ଏହି ସବୁ ମଧ୍ୟରୁ ନୃତ୍ୟ ଏକ ଏମିତି କଳା ଯାହାକୁ ଦର୍ଶକ ମାନେ ଦେଖିବା ପାଇଁ ମନରେ ଏକ ସ୍ୱତନ୍ତ୍ର ଉତ୍ସାହ ଖେଳି ଯାଇ ଥାଏ |

ଆମ ପୃଥିବୀ ରେ ଅନେକ ଦେଶ ଅଛି ପୁଣି ଦେଶ ଭିତରେ ରାଜ୍ୟ ଅଛି ଯାହାର ଯାହା ପରମ୍ପରା ସେହି ଅନୁସାରେ ହିଁ ସେମାନେ ଚଳି ଥାଆନ୍ତି | ତେବେ ନିଜ ନିଜ ପରମ୍ପରା ଓ ସଂସ୍କୃତି କୁ ନେଇ ସେହିପରି ନୃତ୍ୟ ମଧ୍ୟ ପରିବେଷଣ କରି ଥାଆନ୍ତି ଯାହାକୁ ଦେଖିଲେ ମନ ଭିତରୁ ଏକ ପ୍ରକାର ଖୁସି ଭାବନା ଚାଲି ଆସି ଥାଏ | ତେବେ ସେହିଭଳି ଏକ ପାରମ୍ପରିକ ନୃତ୍ୟ ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ମନରେ ଆନନ୍ଦ ଏବଂ ଉତ୍ସାହ ଚାଲି ଆସିବ |

ତେବେ କିଛି ଯୁବତୀ ମିଶି ଏକ ପାରମ୍ପରିକ ନୃତ୍ୟ ପରିବେଷଣ କରୁ ଥିବାର ଦେଖିବା ପାଇଁ ମିଳିଛି | ତେବେ ଆମେ କହି ରଖୁଛୁ ଯେ ଏହି ଡ୍ୟାନ୍ସ ଭିଡ଼ିଓ ଟି ହେଉଛି ନେପାଳ ର ଯାହାକି ତାଙ୍କର ଏହା ଏକ ପାରମ୍ପରିକ ନୃତ୍ୟ ଅଟେ ଏବଂ ଏହାକୁ ଵିଧି ଥାରୁ ଦାଗୌରା ନୃତ୍ୟ ବୋଲି ମଧ୍ୟ କୁହାଯାଏ | ଏହା ସହିତ ଏହି ନୃତ୍ୟ କୁ ସଖିୟା ନୃତ୍ୟ ବୋଲି ମଧ୍ୟ କୁହା ଯାଏ | ସେହି ସହର ରେ ଏକ କାର୍ଯ୍ୟକ୍ରମ ଚାଲି ଥିବା ବେଳେ କିଛି ଯୁବତୀ ମିଶି ଏକ ଭିନ୍ନ ଢଙ୍ଗୀ ରେ ସଜବାଜ ହୋଇ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରୁଛନ୍ତି |

ସେମାନଙ୍କ ମୁହଁ ରେ ଗୀତ ର ଭାବ, ଅନୁଭବ ଓ ଅଙ୍ଗଭଙ୍ଗି ରେ ନୃତ୍ୟ ର କଳା ତାଙ୍କ ନାଚ କୁ ଅଧିକ ଆକର୍ଷିତ କରୁଛି | ଏହି ଯୁବତୀ ମାନେ ନିଜ ଗୀତ ର ତାଳେ ତାଳେ ଝୁମି ଯେଉଁଭଳି ଭାବରେ ଖୁସି ମନରେ ନୃତ୍ୟ କରୁଛନ୍ତି ତାହାକୁ ଦେଖିଲେ ଖୁସି ରେ ଆପଣଙ୍କ ରୁମ ମଧ୍ୟ ଟାଙ୍କୁରୀ ଉଠିବ |

ତେବେ ଏହି କାର୍ଯ୍ୟକ୍ରମ ଅନେକ ଲୋକ ସାମିଲ ହୋଇ ଥିଲେ ଆଉ ଠିଆ ହୋଇ ଏତେ ସୁନ୍ଦର ନୃତ୍ୟ ର ଉପଭୋଗ କରୁ ଥିଲେ | ବର୍ତ୍ତମାନ ସମୟ ରେ ଏହି ନୃତ୍ୟ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଏବଂ ଏହାକୁ ଯିଏ ଦେଖୁଛି ସେ ଖୁସି ଅନୁଭବ କରିବା ସହିତ ଅନେକ ପ୍ରଶଂସା ମଧ୍ୟ କରୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment