Vastu Shastra – ମଙ୍ଗଳବାର ସକାଳୁ ଉଠୁ ଉଠୁ କହି ଦିଅନ୍ତୁ ଏହି ୨ ଟି ଶବ୍ଦ ବିନା ପୂଜାରେ ହେବ ମନସ୍କାମନା ପୂର୍ଣ୍ଣ

ଆମ ଦୁନିଆଁ ରେ ଏମିତି କୌଣସି ମନୁଷ୍ୟ ନାହିଁ ଯିଏ ସୁଖ ପୂର୍ଣ୍ଣ ଜୀବନ କଟାଇବାକୁ ଚାହିଁ ନଥାଏ | ସମସ୍ତ ଙ୍କର ପ୍ରାୟ ଇଚ୍ଛା ଥାଏ କି ଶାନ୍ତି ସୁଖ ଭରା ଜୀବନ ଓ ଧନ ର ଯେପରି ଅସୁବିଧା ନ ହେବ ସେଭଳି ଜୀବନ ବଞ୍ଚିବାକୁ ଚାହିଁ ଥାଆନ୍ତି | କିନ୍ତୁ ଯେତେ ଉପାୟ ଯେତେ ପୂଜା ପାଠ କଲେ ମଧ୍ୟ ତାଙ୍କର ଘରର ପାରିବାରିକ କଳହ ଦୂର ହୋଇ ନଥାଏ ଏବଂ ସବୁ ବେଳେ ଘରେ ଦରିଦ୍ର୍ୟତା ଦେଖା ଯାଇଥାଏ |

ମଣିଷ ଜୀବନରେ ରେ ସକାଳ ମୁହୂର୍ତ୍ତ ହିଁ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ମୁହୂର୍ତ୍ତ ହୋଇ ଥାଏ ଯାହାକୁ ଯଦି ଆମେ ଭଲ ରେ ଆରମ୍ଭ କରି ଥାଉ ଏବଂ ଭଗବାନ ସ୍ମରଣ କରି ଆରମ୍ଭ କରି ଥାଉ ତେବେ ପୁରା ଦିନ ଟି ଆମର ଭଲ କଟି ଥାଏ |

ତେବେ ଆପଣ ଯଦି ସକାଳେ ଉଠି ଏକ ମନ୍ତ୍ର କୁ ଜପ କରିବେ ତେବେ ସବୁଦିନ ପାଇଁ ଆପଣଙ୍କ ଘରେ ପାରିବାରିକ କଳହ ଦୂର ହୋଇ ଯିବ ଏବଂ ଘରେ ଦରିଦ୍ର୍ୟତା ମଧ୍ୟ ଦେଖା ଯିବ ନାହିଁ | ସକାଳୁ ସକାଳୁ ଉଠି ପ୍ରଥମେ ଯଦି ଏହି ମନ୍ତ୍ର କୁ ଆମେ ଉଚ୍ଚାରଣ କରିବା ତେବେ ଆମର ଜ୍ଞାନେନ୍ଦ୍ରୀୟ ଓ ଆମର ମାଂସପେଶୀ ଖୋଲି ଯାଇ ଥାଏ | ତେବେ ଦେବ ଦେବ ମହାଦେବ ଙ୍କର ଏତେ ଶକ୍ତି ଥାଏ କି ସେ ଆମର ପାର୍ଥନା ହିଁ ସବୁକିଛି ମନସ୍କାମନା କୁ ପୂରଣ କରି ଦେଇ ଥାଆନ୍ତି |

ତେବେ ସକାଳୁ ଉଠି ପ୍ରଥମେ ମହାଦେବ ଙ୍କ ପ୍ରତିରୂପ ହନୁମାନ ଜି ଙ୍କ ମନ୍ତ୍ର କୁ ଜପ କରିବା ଉଚିତ | ଯେତେ ବେଳେ ସକାଳେ ଉଠୁଛନ୍ତି ପ୍ରଥମେ ଆପଣ ଉତ୍ତର ଦିଗ ଆଡ଼କୁ ମୁହଁ କରି ବସି ଯାଆନ୍ତୁ ଆଉ ହନୁମାନ ଚାଳିଶା କୁ ଗୋଟିଏ ଥର ଜପ କରନ୍ତୁ | ଯେକୌଣସି ବ୍ୟକ୍ତି ସକାଳେ ଉଠି ଯଦି ହନୁମାନ ଚାଳିଶା କୁ ଗୋଟିଏ ଥର ପାଇଁ ଜପ କରି ଦିଏ ତେବେ ତା ଜୀବନରେ ସବୁ କିଛି ଦୁଃଖ ଦୁର୍ଦଶା ଦୂର ହୋଇ ଯାଇଥାଏ |

 

ଆପଣ ଯଦି ହନୁମାନ ଚାଳିଶା ସକାଳୁ ଉଠି ପଢିବେ ତେବେ ଯେଉଁ ବ୍ୟକ୍ତି ଆପଣଙ୍କର ଖରାପ କରିବାକୁ ଚାହୁଁଥିବ ତେବେ ସେ କିଛି ମଧ୍ୟ କରି ପାରିବ ନାହିଁ ବରଂ ତାର ପରିଣାମ ସେ ନିଜେ ହିଁ ଭୋଗ କରିବେ |

ଯେଉଁ କାର୍ଯ୍ୟ କରିବେ ଆପଣ ସେଥିରେ ସଫଳତା ହାସଲ କରିବେ | ଏହା ସହିତ ସକାଳୁ ଉଠି ଭୋଳାନାଥ ଙ୍କର ମନ୍ତ୍ର ଓଁ ନମଃ ଶିବାୟ ଜପ କରନ୍ତୁ | ଏହା 3 ଟି ଶବ୍ଦ ହୋଇଥାଏ କିନ୍ତୁ ଯଦି ଆପଣ ଓଁ ଉଚ୍ଚାରଣ କରୁଛନ୍ତି ତେବେ ଆପଣ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଙ୍କର କୃପା ପ୍ରାପ୍ତି କରିବେ | ସକାଳେ ଉଠି ହାତ ଯୋଡ଼ି ଓଁ କୁହନ୍ତୁ ଏହା ଦ୍ୱାରା ନିକଟରେ ଥିବା ସବୁ ଖରାପ ଶକ୍ତି ଦୂର ହୋଇ ଯିବ |

ଏହା ସହିତ ସକାଳେ ଉଠି ମହାମୃତ୍ୟଞ୍ଜୟ ମନ୍ତ୍ର ଜପ କରନ୍ତୁ ଦେଖିବେ ଆପଣଙ୍କର ସବୁ ବାଧା ବିଘ୍ନ ଦୂର ହୋଇଯିବ | ସେହି ମହାମୃତ୍ୟୁଞ୍ଜୟ ମନ୍ତ୍ର ଟି ହେଉଛି ଓଁ ତ୍ରୟମ ବକମ୍ ୟଜା ମହେ ସୁଗନ୍ଧିମ ପୁଷ୍ଟିବର୍ଦ୍ଧନମ , ଉର୍ବାରୁକ ମିବବନ୍ଧନାତ୍ ମୃତ୍ୟୁମୁଖ୍ୟ ୟମାବୃତା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment