ଦୁନିଆର ସବୁଠାରୁ Very interesting ଘଟଣା ଘଟିଲା ଏହି ସାହାସୀ ମହିଳା ସହିତ… ଦେଖିଲେ ଆପଣଙ୍କ ହୋସ ଉଡିଯିବ… Please ଦେଖନ୍ତୁ Video

ଆଜିକାଲି ର ଏହି ଟେକନୋଲୋଜି ଯୁଗରେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଅର୍ଥାତ ଛୋଟ ଛୁଆ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ ୟୁଜ କରି ଥାଆନ୍ତି | କାରଣ ଏହି ସୋସିଆଲ ମିଡ଼ିଆ ଆମେ ଅନେକ କିଛି ଭିଡ଼ିଓ ଆଦି ଦେଖି ପାରି ଥାଉ | ପ୍ରତେକ ବ୍ୟକ୍ତି ମଧ୍ୟ ନିଜ ଜୀବନ ରେ କଣ ଘଟୁଛି ଅର୍ଥାତ କିଛି ନିଆଁରା ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ଉପଲୋଡ କରି ଥାଆନ୍ତି | କିଏ ନାଚ ଭିଡ଼ିଓ ତ ପୁଣି ଆଉ କିଏ ଗୀତ ଗାଇ ଭିଡ଼ିଓ ଉପଲୋଡ କରି ଥାଏ ନଚେତ ଆଉ କିଏ ଭିନ୍ନ ଧରଣ ର କିଛି କରି ଲୋକ ମାନେ ଫେମସ ମଧ୍ୟ ହୋଇ ଥାଆନ୍ତି |

ଆପଣ ମାନେ ତ ଜାଣିଛନ୍ତି ଏମିତି ଅନେକ ପଶୁ ପକ୍ଷୀ ଅଛନ୍ତି ଯାହାଙ୍କୁ ଘରେ ପାଳନ କରାଯାଇ ଥାଏ | ସେଭଳି ପଶୁ ପକ୍ଷୀ ହେଉଛନ୍ତି, କୁକୁର, ବିଲେଇ, ପାରା, ଶୁଆ, ମାଙ୍କଡ଼ ଏଭଳି ଅନେକ ପଶୁ ପକ୍ଷୀ କୁ ଲାଳନ ପାଳନ କରିଥାନ୍ତି | ଏହି ପଶୁ ପକ୍ଷୀ ମଧ୍ୟ ଏତେ ପୋଷା ମାନି ଯାଇଥାନ୍ତି କି ସେମାନେ ନିଜ ମଲିକ ର ସବୁ କଥା ମାନିବାକୁ ଲାଗନ୍ତି ଏବଂ ଠିକ ଏକ ମନୁଷ୍ୟ ଭଳି ବ୍ୟବହାର କରନ୍ତି | ତେବେ ଆଜି ଏକ ପଶୁ ଓ ମନୁଷ୍ୟ ର ଭଲ ପାଇବା ସମ୍ପର୍କ ରେ କହିବୁ ଯାହାକି ଶୁଣିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |


ଏକ ମହିକ ଯିଏ କି ନିଜ ଘରେ ନୁହେଁ ବରଂ ପୁରା ଅଞ୍ଚଳ ର ମାଙ୍କଡ଼ ଙ୍କୁ ନିଜର କରି ରଖିଛନ୍ତି ଏବଂ ଏକ ମା ଭଳି ସେମାନଙ୍କୁ ସ୍ନେହ କରୁଛନ୍ତି ବା ଭଲ ପାଉଛନ୍ତି | ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ମହିଳା ଜଣଙ୍କ ଆସି ମାଙ୍କଡ଼ ଙ୍କୁ ଖାଇବା ପାଇଁ ଡାକୁଛନ୍ତି ଆଉ ମାଙ୍କଡ଼ ମାନେ ମଧ୍ୟ ମହିଳା ଙ୍କର ଡାକ ଶୁଣୁ ଦୌଡ଼ି ଆସି ଲାଇନ ହୋଇ ଛିଡା ହୋଇ ଯାଉଛନ୍ତି | ଏହାପରେ ସେ ତାଙ୍କ ନିଜ ହାତରେ ସବୁ ମାଙ୍କଡ଼ କୁ ଖୁଆଇ ଦେଉଛନ୍ତି ଆଉ ନିଜ ମଧ୍ୟ ସେଠାରେ ବସି ଖାଉଛନ୍ତି |

ଏହି ସମୟରେ ଦେଖିବା ପାଇଁ ମିଳିଛି କି ଏକ ମାଙ୍କଡ଼ ସେହି ମହିଳା ଙ୍କ ଉପରେ ଡେଇଁ ପଡୁଛି ଆଉ ତାଙ୍କୁ କୁଣ୍ଡାଇ ପକାଉଛନ୍ତି | କେବଳ ସେତିକି ନୁହେଁ ବରଂ ମାଙ୍କଡ଼ଟି ମହିଳା ଙ୍କୁ ଚୁମ୍ବନ ଦେଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି | ଏହା ପରେ ମହିଳା ଜଣଙ୍କ ସମସ୍ତଙ୍କୁ ଖାଇବାକୁ ଦେଇ ସାରିବା ପରେ ସେମାନଙ୍କ ସହ ମଜାମସ୍ତି କରି ଘରକୁ ଫେରି ଯାଉଛନ୍ତି | ତେବେ ଏଭଳି ଏକ ମନଲୋଭା ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ |

Leave a Comment