ସିନେମା ଜଗତ ଭଳି ଯାତ୍ରା ଜଗତରେ ଅନେକ କଳାକାର ମାନେ ସେମାନଙ୍କର ଅଭିନୟର ଯାଦୁରେ ସମସ୍ତଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରଶଂସକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲ ପାଇବା ବି ରହିଥାଏ। ତେବେ ଯାହା ବି ହେଉ ଅଭିନୟ ଜଗତର କଳାକାର ମାନେ ସାଧାରଣତଃ ଅନେକ ସମୟରେ ସେମାନଙ୍କର କିଛି ଭିନ୍ନ ଅନ୍ଦାଜ ଓ ଲାଇଫ୍ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କର ନିକଟତର ହୋଇଥାନ୍ତି।
ଆପଣ ମନେ ସମସ୍ତେ ଜାଣିଥିବେ କି ଆମ ଦେଶ କଳା ଓ ସଂସ୍କୃତିର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ ।ଆଉ ତାଙ୍କର ଅଭିନୟ ର ଯାଦୁ ମାଧ୍ୟମରେ ସେମାନେ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ । ଆଉ ଯାହା ପାଇଁ ଦର୍ଶକ ମାନେ ମଧ୍ୟ ଚାହିଁକି ରହିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ, ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରିଦେବା ପାଇଁ । ତେଣୁ ସେଭଳି କଳାକାର ମାନେ ଯିଏ କି ନିଜର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନ ଜିତି ପାରିଛନ୍ତି।
ସାଧାରଣତଃ ଗାଁ ଗହଳିର ଲୋକ ଏବଂ ସହରର ମଧ୍ୟ ସମସ୍ତେ କାମରୁ ଫୁରସତ ମିଳିଲେ ଟିଭି ହେଉ ବା ମୋବାଇଲ୍ ରେ ଓଡ଼ିଆ ଧାରାବାହିକ ପାଖରୁ ଆରମ୍ଭ କରି ଫିଲ୍ମ ଏବଂ ଯାତ୍ରା ମଧ୍ୟ ଦେଖିବାକୁ ପସନ୍ଦ କରିଥାନ୍ତି । ଆଉ ଯାତ୍ରା ଜଗତର କଳାକାର ମାନଙ୍କ ର ପ୍ରତ୍ୟେକ ଟି ଡାଇଲଗ୍ ତାଙ୍କର ମୁହଁରେ ଥିବ ,ଆଉ ପଚାରିଲା ମାତ୍ରକେ ବାହାରି ଆସିବ। ତେବେ ସେ ଯାହା ହେଉ ନା କାହିଁକି ଯଦି ଆପଣଙ୍କ ମନରେ କଳା ପ୍ରତି ଭକ୍ତି ଭାବ ଥିବ ଆଉ ଆପଣ କଳାକୁ ଭଲ ପାଉଥିବେ , ତାହେଲେ ସେ ଯାତ୍ରା ହେଉ କି ଫିଲ୍ମ ବା ଧାରାବାହିକ ଆପଣଙ୍କୁ ଭଲ ଲାଗିବ ।
ତେବେ ସେହି ପରି ଯାତ୍ରା ଜଗତ ସହିତ କାମ କରୁଥିବା ଜଣେ କଳାକାର ଙ୍କ ବିଷୟରେ କହିବୁ। ତେବେ ସେ ସେ ହେଉଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା । ଆଉ ସେ ଯାତ୍ରା ଜଗତର ବହୁତ ସୁଖ୍ୟାତି ଅର୍ଜନ କରିଛନ୍ତି। ସେ ସବୁବେଳେ ତା ଜୀବନରେ ନିଜ ଇଚ୍ଛାରେ କାମ କରିଥାଏ। କାହାରି ଉପରେ ନିର୍ଭର ହେବାକୁ ପସନ୍ଦ କରନ୍ତି ନାହିଁ। ସେ ବହୁତ ଯାତ୍ରା ରେ ସୁନ୍ଦର ସୁନ୍ଦର ଅଭିନୟ କରି ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ସେଥିପାଇଁ ସେ ସବୁବେଳେ ନିଜ ଦୁନିଆରେ ହେଉ ବା ସୋସିଆଲ ଦୁନିଆରେ ହେଉ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଯାତ୍ରା ରେ ଅଭିନୟ କରିବା ସହିତ ଓଡ଼ିଆ ମେଗା ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି।
ଯାହାକୁ ଦର୍ଶକ ବହୁତ ଅଧିକ ପସନ୍ଦ କରିଛନ୍ତି। ତେବେ ରାନୀ ପଣ୍ଡା ଜଣେ ବହୁତ ଭଲ କଳାକର ସେ ଟିଭି ସିରିଏଲ୍ ଗୁଡ଼ିକ ରେ ବହୁତ ନାମ କମେଇଛନ୍ତି ଓ ଯାତ୍ରା ଜଗତ ରେ ତାଙ୍କର ଅଭିନୟ ବହୁତ ଭଲ ରେ ସ୍ଥାପିତ କରିଥାନ୍ତି । ତେବେ ସେ ଦୀପାବଳୀରେ ସମସ୍ତ ୟୁଜର୍ସ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ୟୁଜର୍ସ ମାନଙ୍କ ଅନୁରୋଧ କ୍ରମେ ରାଣୀ ପଣ୍ଡା ଲାଇଭ୍ ଭିଡିଓ କରି ୟୁଜର୍ସ ମାନଙ୍କୁ ତାଙ୍କ ଘର ବୁଲି ବୁଲି ଦେଖାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।