viral ଅଡିଓ call – ରାତିରେ ମୁଁ ଆଉ କଣ୍ଟ୍ରୋଲ କରିପାରୁନି ତମେ ଜଲ୍ଦି ମୋ ବେଡ଼ରୁମ କୁ ଆସ,ଅର୍ଚନା ଡାକରେ ଆସିଲେ ଅକ୍ଷୟ ପରିଜା,ଶୁଣନ୍ତୁ ରୋମାଣ୍ଟିକ Audio call…..

ଆମେ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ପାରି ଥାଉ | କିନ୍ତୁ ଆଜିର ସମାଜ ଏତେ ମାତ୍ରା ରେ କଳୁଷିତ ହୋଇ ଗଲାଣି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ କାରଣ ଆଜିକା ସମୟରେ ଭଲ ଖବର ଅପେକ୍ଷା ପ୍ରାୟ ଖରାପ ଖବର ହିଁ ଶୁଣିବା ପାଇଁ ମିଳୁଛି | ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ କିଭଳି ଭାବେ ଅର୍ଚନା ଙ୍କର ନାଁ ଭାଇରାଲ ହେବାରେ ଲାଗିଛି ଆଉ ଏହି ସମୟରେ ପୁଣି ଏକ ଅଶ୍ଳୀଳ ଅଡ଼ିଓ କ୍ଲିପ ସାମ୍ନା କୁ ଆସିଛି ଆଉ ଏହି ଅଡ଼ିଓ କ୍ଲିପ ଟି ଅର୍ଚନା ଙ୍କର ବୋଲି ମଧ୍ୟ ସନ୍ଦେହ କରାଯାଉଛି |

ଏହି ଅଡ଼ିଓ ଟିରେ ଏକ ଯୁବତୀ ଯୁବକ ଜଣଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ କହୁଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁସି ଲଜ୍ୟା ଅନୁଭବ କରିବେ | ତେବେ ଆସନ୍ତୁ ଉଭୟ ଯୁବକ ଓ ଯୁବତୀ କଲ ରେ କେଉଁଭଳି ଭାବରେ କଥା ହୋଇଛନ୍ତି ସେହି ସମ୍ପର୍କ ରେ ଜାଣିବା |

ତେବେ ଏହି ଭାଇରାଲ ହୋଇ ଥିବା ଅଡ଼ିଓ କ୍ଲିପ ରେ ଯୁବତୀ ଜଣଙ୍କ ଯୁବକ ଙ୍କୁ କହୁଛନ୍ତି କି ତାଙ୍କର ବହୁତ ଶାରୀରିକ ସମ୍ପର୍କ ରଖିବା ପାଇଁ ଇଚ୍ଛା ହେଉଛି ତେଣୁ ସେ ଯୁବକ ଙ୍କୁ ନିଜ ପାଖକୁ ଡାକୁଛନ୍ତି | କିନ୍ତୁ ଅନ୍ୟ ପଟରେ ଯୁବକ ଯୁବକ ଜଣଙ୍କ ଯିଏ କଲ ରେ ଅଛନ୍ତି ସେ ତାଙ୍କ କଥାକୁ ଶୁଣୁ ନାହାଁନ୍ତି ଆଉ କହୁଛନ୍ତି କି ମୋର ଭୁବନେଶ୍ୱର ରେ ଏକ କାମ ଅଛି ଏଣୁ ମୁଁ ଏହି ସମୟରେ ତମ ପାଖକୁ ଯାଇ ପାରିବି ନାହିଁ | ଯୁବକ ଜଣଙ୍କ ଯେତେ ମନା କଲେ ମଧ୍ୟ ଯୁବତୀ ତାଙ୍କ କଥା ମାନୁ ନାହାଁନ୍ତି ଆଉ ବାରମ୍ବାର କହୁଛନ୍ତି କି ମୋର ବହୁତ ଇଚ୍ଛା ହେଉଛି ତେଣୁ ତୁମେ ଯେମିତି ବି ହେଉ ଆସ |


ଯୁବକ ଜଣଙ୍କ ବାରମ୍ବାର ମନା କରି ସାରିଲା ପରେ ମଧ୍ୟ ଯୁବତୀ ଜଣଙ୍କ ଖୁବ ବାଧ୍ୟ କରି ତାଙ୍କୁ ଡାକୁଛନ୍ତି ଆଉ ବହୁତ ଇଚ୍ଛା ହେଉଛି ବୋଲି କହୁଛନ୍ତି | ଏହା ସହିତ ଯୁବତୀ ଜଣଙ୍କ ତାଙ୍କ ଦିଦି ଘରକୁ ଆସିବ ପାଇଁ କହୁଛନ୍ତି ଯେଉଁଠାରେ ସେ ତାଙ୍କ ଇଚ୍ଛା ପୂରଣ କରି ପାରିବେ | ପରେ ପରେ ଯୁବତୀ ଜଣଙ୍କ ଅତି ଅନୁରୋଧ କାରିବାରୁ ଯୁବକ ଜଣଙ୍କ ରାଜି ହୋଇ 12 ଟା ରାତିରେ ଘରକୁ ଯିବେ ବୋଲି କହିଛନ୍ତି |

ଏହା ସହିତ ଯୁବକ ଜଣଙ୍କ ଯୁବତୀ ଙ୍କୁ ଆଇସିକ୍ରିମ ଖାଇବା କଥା ମଧ୍ୟ କହିଛନ୍ତି | ତେବେ ଏଭଳି ଏକ ଅଶ୍ଳୀଳ ଅଡ଼ିଓ କ୍ଲିପ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଚର୍ଚ୍ଚା ଏବେ ଚାଲିଛି କି ଏହି ଫୋନ ରେ ଥିବା ଯୁବକ ଯୁବତୀ ଅର୍ଚନା ନାୟକ ଓ ଅକ୍ଷୟ ପରିଜା, କିନ୍ତୁ ସ୍ପଷ୍ଟ ଭାବରେ ଏଯାଏଁ ଜଣା ପଡ଼ି ନାହିଁ କି ଏ ଦୁହେଁ ଅର୍ଚନା ଓ ଅକ୍ଷୟ ବୋଲି |

Leave a Comment