VIRAL NEWS ଝିଅ ସହିତ ପୁଅର Audio Call ଶୁଣିଲେ ହସି ହସି ଗଡି ଯିବେ, ମୋବାଇଲ ରୁ ମୋବାଇଲ କୁ ନିଆଁ ପରି ଭାଇରାଲ ହେବାରେ ଲାଗିଛି…ଦେଖନ୍ତୁ ଭିଡ଼ିଓ

ତେବେ ଆପଣ ମାନେ ତ ଅନେକ ପ୍ରକାରର ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଜାଣିଥିବେ, ଆଉ ଶୁଣି ମଧ୍ୟ ଥିବେ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏଭଳି ଏକ ଅଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଅର୍ଥାତ ସେହି ଭାଇରାଲ ହେଉଥିବା ଅଡିଓ ଟିକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ସେହିଭଳି ଜଣେ ଜିଓ କାଷ୍ଟମର କେୟାର ପାଖକୁ କଲ କରିକି ହଇରାଣ କରେଇଛନ୍ତି ଜଣେ ଓଡ଼ିଆ ଯୁବକ । ଆଉ ବାରମ୍ବାର କଥା ଗୁଡିକୁ ଭଣ୍ଡେଇ ବାକୁ ଲାଗିଥିଲେ ସେହି ଯୁବକ ଜଣଙ୍କ । ତାହେଲେ ଭାଇରାଲ ହେଉଥିବା ସେହି ଅଡିଓ ଉପରେ ଟିକିଏ ନଜର ପକାଇବା ।


ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସବୁବେଳେ ଲୋକ ମାନଙ୍କର ସୁବିଧା ପାଇଁ, ଆଉ ସେମାନଙ୍କର ଯେମିତି କିଛି ବି ଅସୁବିଧା ନ ହୁଏ । ଆଉ ସମସ୍ତ ପ୍ରକାରର ନେଟ ୱାର୍କ ଜନିତ ସମସ୍ୟା କୁ ସମାଧାନ କରିବା ପାଇକି ଆମର ସିମ ମାନଙ୍କରେ ସ୍ୱତନ୍ତ୍ର କାଷ୍ଟମର ମାନେ ରହିଛନ୍ତି । ଆଉ ଯେଉଁଠି ଲୋକ ମାନଙ୍କର ସମସ୍ତ ପ୍ରକାରର ଅସୁବିଧା କୁ ଦୂର କରିକି ଲୋକ ମାନଙ୍କୁ ସାହାଯ୍ୟ କରୁଥିବା ବେଳେ କେତେକ ପିଲା ଏମିତି ଅଛନ୍ତି ଯେଉଁ ମାନେ କି ଜିଓ କାଷ୍ଟମାର ଵାଲା ପାଖକୁ କଲ କରିକି ହଇରାଣ କରେଇବାରେ ଲାଗି ପଡିଛନ୍ତି ।

ତେବେ ଯାହା ଜଣା ପଡିଛି ଲୋକ ଟି ଗାଉଁଲି ଭାଷାରେ କହିବାକୁ ଲାଗୁଛି ସମସ୍ତ କଥା ବାର୍ତ୍ତା । ଆଉ ଯେତେବେଳେ କାଷ୍ଟମାର ଅଫିସ ରୁ ଫୋନ କରିଥିବା ଝିଅ ଟି ଇଂରାଜୀ ରେ କିଛି ଶବ୍ଦ କଥା ମଝିରେ କହି ଦେଉଛନ୍ତି । ସେତେବେଳେ ପୁଣି ଯୁବକ ଜଣଙ୍କର କଥା କୁ ଫୋଟେଇବା ଷ୍ଟାର କରି ଦେଉଛନ୍ତି ।ଆଉ ବାରମ୍ବାର ଝିଅ ଜଣଙ୍କ ଆପଣ ଙ୍କର ନେଟୱାର୍କ ର କଣ ସବୁ ଅସୁବିଧା ରହିଛି । ଆଉ କଣ କରିଲେ ସମସ୍ତ ପ୍ରକାରର ନେଟୱାର୍କ ଜନିତ ସମସ୍ୟା ରୁ ଆମେ ମନେ ମୁକ୍ତି ପାଇପାରିବା ସେଥିପାଇଁ ବାରମ୍ବାର ପ୍ରଶ୍ନ ପଚାରିଥିଲେ ମଧ୍ୟ ତାଙ୍କୁ ଉଲଟା ସିଧା ଉତ୍ତର ଦେଉଛନ୍ତି ।

ଆଉ ଓଡ଼ିଆ ଲୋକ ହେଇଥିବାରୁ ସେ ଇଂରାଜୀ ବୁଝି ପାରୁନି, ଆଉ ଓଡ଼ିଆରେ କହିବା ପାଇଁ କହିଛନ୍ତି । ତେବେ ଆପଣ ମାନେ ମଧ୍ୟ ସେହି କାଷ୍ଟମର କେୟର ଆଉ ଯୁବକ ଜାଣ ଙ୍କର କଥା ଶୁଣିଲେ ଆପଣ ଙ୍କୁ ମଧ୍ୟ ହସ ଲାଗିବ । ତେବେ ସବୁଠାରୁ ବଡ଼ କଥା ସେହି କାଷ୍ଟମର ଝିଅ ଜଣଙ୍କୁ, ଯିଏ କି ଏତେ ଥର ପଚାରିବା ପରେ, ରାଗି ନ ଯାଇ ବହୁତ ସୁନ୍ଦର ଭାବରେ ବୁଝେଇ କହିଛନ୍ତି । ଆଉ ପାଖ ଦୋକାନକୁ ଯାଇକି ଯାହା ସବୁ ଅସୁବିଧା ରହିଛି ସେଗୁଡିକୁ ଠିକ କରିବା କଥା କହିଛନ୍ତି । ଯାହା ଏବେ ଏହି ଅଡ଼ିଓ ଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Leave a Comment