Viral VIDEO – ପୁଣି ଥରେ ” Rupa Pin2 Khushi ” ଙ୍କ ଘରକୁ ଆସିଲେ ନୂଆ ସଦସ୍ୟ…ମାତ୍ର 4 ଘଣ୍ଟାରେ 574k ରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣ ରୂପା ପିଣ୍ଟୁ ଯୋଡ଼ି ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଏବେ ସୋସିଆଲ ମିଡ଼ିଆ ରେ ଦୁହେଁ ଖୁବ ଚର୍ଚ୍ଚିତ ଚେହେରା ଅଟନ୍ତି | ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି | କାରଣ ସେମାନେ ଦେଖିବାକୁ ଯେମିତି ସୁନ୍ଦର୍ ତାଙ୍କର ବ୍ଯବହାର ମଧ୍ଯ ସେମିତି ସୁନ୍ଦର୍ | ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ | ସେମାନେ ଅନେକ ସମୟରେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି |
ତେବେ ପିଣ୍ଟୁ ତାଙ୍କ ୟୁଟ୍ୟୁବ ଆକାଉଣ୍ଟ ରେ ପୁଣି ଏକ ଭିଡ଼ିଓ ଏବେ ଉପଲୋଡ କରିଛନ୍ତି ଯାହାକୁ ଦେଖିଲେ ଆପଣ ଖୁବ ପସନ୍ଦ କରିବେ | ତେବେ ଆପଣ ମାନେ ତ ଦେଖି ଥିବେ ଦୀପାବଳି ଅବସର କୁ ନେଇ ରୂପା ପିଣ୍ଟୁ ଙ୍କର ପରିବାର ଲୋକ କେତେ ଧୂମଧାମ ରେ ଏହାକୁ ପାଳନ କରି ଥିଲେ | ପୁରା ଘର ଟିକୁ ସଜାଇ ବେସ ଖୁସିବାସ ରେ ବାଣ ମଧ୍ୟ ଫୁଟାଇ ଥିଲେ |

ତେବେ ଏହି ଦୀପାବଳି ରେ ଘର ସାମ୍ନା ରେ ରୁନା ଯେଉଁ ସୁନ୍ଦର ଭାବରେ ମୁରୁଜ ପକାଇ ଥିଲେ ତାହାକୁ ମଧ୍ୟ ଖୁସି ମା ସକାଳୁ ସକାଳୁ ଉଠି ସେଥିରେ ଖେଳି ତାକୁ ନଷ୍ଟ କରି ଦେଇ ଥିବାର ଦେଖିବା ପାଇଁ ମିଳିଛି | ଖୁସି ମା ଙ୍କର ଏହି ଦୁଷ୍ଟାମୀ କୁ ଦେଖିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |

ତେବେ ଏହାପରେ ଖୁସି ମା ଙ୍କର କାନରେ କିଛି ଘା ହୋଇ ଥିବାରୁ ରୂପା ଓ ପିଣ୍ଟୁ ତାଙ୍କୁ ନେଇ ଡାକ୍ତର ଙ୍କ ପାଖକୁ ଯିବାର ମଧ୍ୟ ଦେଖା ଯାଇଛି | ତେବେ ଏହାପରେ ପିଣ୍ଟୁ କେଉଁଠି ଦୁଇଟି କୁକୁର ଛୁଆ କୁ ନେଇ ଆସି ଥିଲେ ଯାହାକି ଦେଖିବା ପାଇଁ ଖୁବ ସୁନ୍ଦର ଲାଗୁ ଥିଲା | ତେବେ ଏହି କୁକୁର ଛୁଆ ଟିକୁ ଧରି ପିଣ୍ଟୁ ଗୋଟେ ଛୋଟ ଛୁଆ ପରି ଖେଳୁ ଥିଲେ ଯାହାକୁ ଦେଖିଲେ ଆପଣ ମଧ୍ୟ ହସି ହସି ଗଡ଼ି ଯିବେ | ଏମିତି କି ଖୁସି ମଧ୍ୟ ଛୋଟ ହୋଇ ଥିଲେ ମଧ୍ୟ କୁକୁର ଛୁଆ କୁ ନ ଡରି ତାକୁ ଆଉଁସି ଦେଇ ଗେଲ କରି ପକାଉ ଥିଲେ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇଛି ଯାହାକୁ ଦେଖି ଦର୍ଶକ ଖୁବ ପସନ୍ଦ କରିବା ସହିତ ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment