ଏବେ ଚାରିଆଡେ କେବଳ ଗୋଟିଏ ନାଁ ଚର୍ଚ୍ଚା ସିଏ ହେଉଛନ୍ତି ସୁନ୍ଦରୀ ଅର୍ଚନା, ଯିଏ କି ନିଜ ଦେହ ବିକ୍ରି କରି କୋଟି କୋଟି ଟଙ୍କା ର ମାଲିକ ହୋଇ ପାରିଛନ୍ତି | ଆଉ ବହୁ ବଡ଼ ବଡ଼ିଆ ତାଙ୍କ ସାନିଧ୍ୟ ଲାଭ କରୁ ଥିଲେ ବୋଲି କୁହା ଯାଉଛି | ସ୍ୱାମୀ ସ୍ତ୍ରୀ ମିଶି ଯେଉଁ ଚକ୍ରବିହ୍ଵ ରଚି ଥିଲେ ତାହାକୁ ଯିଏ ବି ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇ ଯିବ | ଟଙ୍କା ଧନ ଲୋଭ ରେ ସ୍ୱାମୀ ନିଜ ସ୍ତ୍ରୀ କୁ ହିଁ ବେଶ୍ୟା ସଜାଇ ଦେଇ ଥିଲା ଆଉ ଗୋଟିଏ ବେଡ଼ରୁମ ରେ ନିଜ ସ୍ତ୍ରୀ କୁ ଅନ୍ୟ ଏକ ପୁରୁଷ ସହିତ ଛାଡ଼ି ଦେଇ ଚାଲି ଯାଉ ଥିଲା |
ବଡ଼ ବଡ଼ିଆ ଅନେକ ନେତା, ମନ୍ତ୍ରୀ ଠାରୁ ଆରମ୍ଭ କରି ରାଜା ପର୍ଯ୍ୟନ୍ତ ସମସ୍ତେ ନିଶାଶକ୍ତ ଅବସ୍ଥା ରେ ଅର୍ଚନା ଙ୍କ ପାଖକୁ ଆସୁ ଥିଲେ | ଆଉ ଅର୍ଚନା ବେଡ଼ରୁମ ରେ ସିକ୍ରେଟ କ୍ୟାମେରା ଲଗାଇ ସେ ଶାରୀରିକ ସମ୍ପର୍କ ରଖୁ ଥିବାର ସମସ୍ତ ମୁହୂର୍ତ୍ତ କୁ ରେକର୍ଡ କରୁ ଥିଲେ | ଆଉ ପରେ ପରେ ଯେଉଁ ବଡ଼ ବଡ଼ିଆ ମାଛ ଙ୍କୁ ନିଜ ଜାଲ ରେ ଫସାଇ ଭିଡ଼ିଓ ଭାଇରାଲ କରି ଦେବାର ଧମକ ଦେଇ ତାଙ୍କ ଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁ ଥିଲେ |
ବିବାହ କରି ସାରିବା ପରେ ସ୍ୱାମୀ ଛଡ଼ା ସ୍ତ୍ରୀ କୁ ଆଉ କିଏ ଛୁଇଁ ମଧ୍ୟ ପାରେନା କିନ୍ତୁ ଏଠି ସ୍ୱାମୀ ହିଁ ପର ପୁରୁଷ ଙ୍କ ସହିତ ସ୍ତ୍ରୀ କୁ ଛାଡ଼ି ଦେଉ ଥିଲା | ଆଉ ପରେ ଅର୍ଚ୍ଚନା ର ସଂସ୍କାରି ରୂପ ସମସ୍ତଙ୍କୁ ଆକର୍ଷଣ କରୁଥିଲା ତେବେ କେହି ଜାଣି ପାରୁ ନଥିଲେ ତାହା ଏକ ମାୟାବୀର ଜାଲ ଥିଲା | ଆଉ ସେଠାରେ ଥରେ ଯିଏ ଫସି ଯାଉଥିଲା ଆଉ ମୁକୁଳି ପାରୁ ନଥିଲା, କାରଣ ଥରେ ଅର୍ଚ୍ଚନା ସେକ୍ସ ରୁମ କୁ କେହି ବ୍ୟକ୍ତି କୁ ନେଇ ଗଲା ପରେ ସେହି ଲୋକ ସବୁକିଛି ହରେଇ ଦେଉଥିଲା | ତେବେ ଏହାକୁ ନେଇ ଏକ ବରିଷ୍ଠ ବ୍ୟକ୍ତି ତାଙ୍କ ନାଁ ରେ କିଛି ନୂଆ କଥା କହିଛନ୍ତି |
ତେବେ ବର୍ତ୍ତମାନ ସମୟରେ ପୁଣି ଏକ ଲଜ୍ୟା ଜନକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଖୁବ ନିନ୍ଦା କରିବେ | ଘଟଣା ଅନୁସାରେ ଜଣେ ମହିଳା ଥାନାରେ ଅଭିଯୋଗ କରିବାରୁ କଲ ଗାର୍ଲ କରିବାକୁ ଚେଷ୍ଟା କରିଛନ୍ତି ଯୁବକ | ଯୁବତୀ ଜଣଙ୍କ କଲ କରି କହୁଛନ୍ତି ଯେ ଆସ ମିଶିବା ସେଥିପାଇଁ ହୋଟେଲ ଆସ ଆଉ କେତେ ଟଙ୍କା ବି ନେବ କୁହ | ଜଣା ପଡ଼ିଛି କି ଯୁବକ ଜଣଙ୍କ ଭଦ୍ର ଘରର ହୋଇ ଥିବାରୁ ମହିଳା ଜଣଙ୍କ ତାଙ୍କ ନମ୍ବର କେଉଁଠୁ କଲେକ୍ଟ କରି ତାଙ୍କୁ ସେକ୍ସ କରିବେ ବୋଲି ଡାଇରେକ୍ଟ ହୋଟେଲ କୁ ଡାକୁଛନ୍ତି |