Viral Video : ଯାତ୍ରା ପେଣ୍ଡାଲରେ ରାଣୀ ପଣ୍ଡାଙ୍କୁ ଜବରଦସ୍ତ ମାଡ଼ ମାରିଲେ ଯୁବତୀ ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅନେକ ପ୍ରକାର ର କଳାକାର ରହିଛନ୍ତି ଆଉ ସେଥି ମଧ୍ୟରୁ ସମସ୍ତ ଙ୍କର ପ୍ରିୟ କଳାକାର ରହି ଥାଆନ୍ତି, ସେମାନଙ୍କର କିଛି ଭିଡ଼ିଓ ହେଉ ଅବା ବ୍ୟକ୍ତିଗତ ଜୀବନ ବିଷୟରେ ହେଉ ତାହା ଜାଣିବା ପାଇଁ ଦର୍ଶକ ମାନେ ଚାତକ ଭଳି ଚାହିଁ ରହି ଥାଆନ୍ତି | ଓଲିଓଡ଼ ଜଗତ ର ଅଭିନେତ୍ରୀ ତଥା ଯାତ୍ରା ଜଗତ ର କୁଇନ ରାଣୀ ପଣ୍ଡା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ | ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି | ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି |

ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି ଏବଂ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି | ତେବେ ପ୍ରାୟ ସମୟରେ ତାଙ୍କ ହଟ ଡ୍ୟାନ୍ସ ଓ ଅନ୍ଦାଜ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳେ | ତେବେ ବର୍ତ୍ତମାନ ସମୟରେ ରାନୀ ପଣ୍ଡା ଙ୍କର ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାନୀ ପଣ୍ଡା ଅଭିନୟ କରୁ ଥିବା ସମୟରେ ଯାତ୍ରା ପେଣ୍ଡାଲ ରେ କିଛି ଅଶ୍ଳୀଳ ଭାଷା କହି ଦେଇଛନ୍ତି |

ଆପଣ ତଃ ବେସ ଭଲ ଭାବରେ ଜାଣିଛନ୍ତି ଯେଉଁଠି ବିବାଦ ସେଇଠି ରାନୀ ପଣ୍ଡା କାରଣ ସେ ସର୍ବଦା ବିବାଦ ଭିତରେ ହିଁ ରହି ଥାଆନ୍ତି | ତେବେ ନିଜେ କଟୁ ଭାଷା ଅର୍ଥାତ ଅଶ୍ଳୀଳ ଭାଷା ପାଇଁ ରାନୀ ପଣ୍ଡା ସବୁ ବେଳେ ଚର୍ଚ୍ଚା ରେ ରହି ଥାଆନ୍ତି | ତେବେ ଏକ ଯାତ୍ରା ମଞ୍ଚ ରେ ପହଞ୍ଚି ରାନୀ ପଣ୍ଡା ଦେଖିଛନ୍ତି କେହି ସ୍ତ୍ରୀ ଲୋକ ଆସି ନାହାଁନ୍ତି ଆଉ ସେମାନେ ଉପସ୍ଥିତ ଥିବାରୁ ରାନୀ ପଣ୍ଡା କହିଛନ୍ତି କି, ମାଇକିନିଆ ଆସି ନାହାନ୍ତି | ଘରୁ ଶପଥ ନେଇ ଥିବେ ସେମାନେ ଆସି ବେନି ବୋଲି କାରଣ ରାଣୀ ପଣ୍ଡା ଆସିବ କଲେ ଲଙ୍ଗଳା ହୋଇଯିବ, ଆଉ ତାଙ୍କ ସ୍ଵାମୀ ମାନଙ୍କୁ ଫସେଇ ନେଇଯିବ |

ରାଣୀ ପଣ୍ଡା ହେଉଛି ନାରୀ ଜାତି ର କଳଙ୍କ ପୂରା ତାଣ୍ଡବ କରିବ ଦ୍ଵିତୀୟ ଖଣ୍ଡଗିରି ଭଳି ଦୃଶ୍ୟ କରିବ କାଳେ ଆଗ ପଟରୁ ଡ୍ରେସ ଖୋଲିଦେବ ସେଥିପାଇଁ ମା ଭଉଣୀ ଆସି ନାହାନ୍ତି ବୋଲି ରାନୀ ପଣ୍ଡା କହିଛନ୍ତି | ତେବେ ବର୍ତ୍ତମାନ ସମୟରେ ରାନୀ ପଣ୍ଡା ସୁଧରି ଯାଇ କାରଣ ଷ୍ଟେଜ ରେ ଆଉ ଲଙ୍ଗଳା ହୋଇ ଉତ୍ପାତ କରୁ ନାହାଁନ୍ତି ଆଉ ନିଜର କାର୍ଯ୍ୟକ୍ରମ ସାରି ସେ ସିଧା ଘରକୁ ଚାଲି ଯାଉଛନ୍ତି | ତେବେ ବିବାଦୀୟ ରାନୀ ପଣ୍ଡା କୋଭିଡ ସମୟରେ ଅନେକ ଅସହାୟ ଲୋକ ଙ୍କୁ ସାହାଯ୍ୟ କରିଥିବା କଥା ମଧ୍ୟ ସାମ୍ନାକୁ ଆସି ଥିଲା ଆଉ ସେ ଅନେକ କଷ୍ଟ କରି ଆଜି ହିଁ ଏହି ସ୍ଥାନରେ ପହଞ୍ଚିଛନ୍ତି ବୋଲି କହି ଥିଲେ |

Leave a Comment