Viral VIDEO – ଛି ଛି ପୁଣି ଲଜ୍ୟାଜନକ କାମ..ବୋହୁ ଗାଧୋଇଲା ବେଳେ ଦେହକୁ ଲୁଚି ଲୁଚି ଦେଖୁଥିଲା ରସିକିଆ ଶ୍ୱଶୁର ,ଆଉ ରାତିରେ

ଆମେ ପ୍ରତିଦିନ ସମାଜରେ କିଛି ନା କିଛି ଅଘଟଣ ଦେଖିବାକୁ ମିଳିଥାଏ। ତେବେ ଏହି ସବୁ ଅଘଟଣ ଦେଖି ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି, ବୋଲି କହିଲେ ଭୂଲ ହେବ ନାହିଁ। ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଏସବୁ ବ୍ୟତିରେକ ବତ୍ତମାନ ପାରିବାରିକ କଳହ ବିରାଟ ଏକ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଛି। ଆଜିକାଲି ଯଦି ଦେଖିବା ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ଲୋକ ସମ୍ପର୍କର ମୂଲ୍ୟ ଭୂଲି ଯାଇ ଖରାପ କାମ କରିବା ପାଇଁ ପଛାଉନାହାନ୍ତି।


ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଥାଏ। ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି। ଘଟଣାଟି ହେଉଛି, ଜଣେ ବୋହୂ ନିଜର ଶ୍ୱଶୁରଏବଂ ସ୍ୱାମୀଙ୍କ ନାଁ ରେ ସଂଗୀନ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଶ୍ୱଶୁର ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଏବଂ ଅସଦାଚ଼ରଣ କରୁଛନ୍ତି।

ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ସୂଚନା ଅନୁସାରେ ଏଭଳି ଏକ ଘଟଣା କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଦେଖିବାକୁ ମିଳିଛି । ଯେଉଁଥି ପାଇଁ ଏବେ ଶଶୁର ଘର ଆଗରେ ଧାରଣାରେ ବସିଛନ୍ତି ବୋହୂ ଯିଏକି ଢେଙ୍କାନାଳ ଜିଲ୍ଲାର ରାଧାକୃଷ୍ଣ ବଜାରର ସତ୍ୟନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣା ।


ସୂଚନାଯୋଗ୍ୟ ସସ୍ମିତା ବାଲିସାହି ଗ୍ରାମର ସନାତନ ମହାରଣାଙ୍କ ପୁଅ ସୁଶାନ୍ତ ମହାରଣାଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ଆଉ ସ୍ବାମୀ ପରକୀୟା ପ୍ରୀତିରେ ଲୀନ ଥିବା ବେଳେ ଶଶୁର ବିବାହ ପରଠାରୁ ତାଙ୍କ ସହିତ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରି ଆସୁଥିଲେ। ଏମିତିକି ସେ ଯେତେବେଳେ ଗାଧୋଉ ଥିଲେ ସେତେବେଳେ ମଧ୍ୟ ଶଶୁର ଲୁଚି ଲୁଚି ଆସି ଦେଖୁଥିଲେ ଏବଂ ତାଙ୍କୁ ମାନସିକ ଓ ଶାରିରୀକ ଯନ୍ତ୍ରଣା ମଧ୍ୟ ଦେଉଥିଲେ ।

ଏହାଛଡ଼ା ବୋହୂର ପ୍ରାଇଭେଟ୍ ଜାଗାରେ ହାତ ମରିବା ପ୍ରାଇଭେଟ୍ କଥା ମଧ୍ୟ ବାରମ୍ବାର ପଚାରୁ ଥିଲେ ଶଶୁର। ଯେଉଁଥି ପାଇଁ ବାଧ୍ୟ ହୋଇ ସସ୍ମିତା ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାରୁ ସେ ନିରୁପାୟ ହୋଇ ଶେଷରେ ଶଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି।

ତେବେ ଶ୍ୱଶୁର ଓ ବୋହୂର ସମ୍ପର୍କ ବାପା ଝିଅର ସମ୍ପର୍କ ପରି, ଯେଉଁଠି ଜଣେ ଝିଅ ନିଜ ବାପାକୁ ପର କରି ଆଉ କାହାର ବାପାକୁ ବାପା କରିଥାଏ ।ହେଲେ ସେହି ଶ୍ବଶୁର କେବେ ବାପା ହେଇ ପାରନ୍ତି କି, ନା ତାଙ୍କ ଭିତରେ ଲୁଚି ରହିଥାଏ ଏକ କୁତ୍ସିତ ରୂପ ଯାହାକୁ ସେ ବୋହୂ ପାଖରେ ଖୋଲି ଥାଆନ୍ତି । ତେବେ ଆପଣ ମାନେ ହିଁ ନିଜେ ବିଚାର କରନ୍ତୁ ଏଭଳି ବି କିଛି ଘଟଣା ସାମ୍ନାକୁ ଆସିଛି। ଯାହାକି ଆମ ସମାଜ ପାଇଁ ଏକ ପ୍ରକାର ଖରାପ ବାର୍ତ୍ତା ଦେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment