VIRAL VIDEO : ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 86 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ଆଜିକାଲି ର ଯୁଗରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି କାରଣ ଏହା ଦ୍ୱାରା ହିଁ ଆମେ ସମସ୍ତ ଘଟଣା ସମ୍ପର୍କ ରେ ଅବଗତ ହୋଇ ପାରି ଥାଉ | ପ୍ରତିଦିନ କିଛି ନା କିଛି ଭିଡ଼ିଓ ନିହାତି ଭାବରେ ଭାଇରାଲ ହେଉଛି ଯାହାକି ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରି ଦେଇ ଥାଏ | ଆପଣ ତ ଜାଣିଛନ୍ତି ଏକ ବ୍ୟକ୍ତି ଜୀଵନ ରେ କେତେ ବେଳେ କଣ ଘଟିବ ତାହା କେହି ହେଲେ ଜାଣନ୍ତି ନାହିଁ, କାରଣ ଦୁନିଆଁ ରେ ଅନେକ ପ୍ରକାର ର ଦୁର୍ଘଟଣା ଘଟୁଛି ଆଉ କାହା ସହିତ କେଁଉ ଦୁର୍ଘଟଣା ଘଟିବ ତାହା ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ |

ତେବେ ସେହିଭଳି ଭାବରେ ମନୁଷ୍ୟ ର ଜନ୍ମ ରହିଛି ମାନେ ମୃତ୍ୟୁ ମଧ୍ୟ ରହିଛି ଆଉ କାହାର ଯେ କେତେ ବେଳେ କଣ ହେବ ତାହା କେହି ହେଲେ କହି ପାରିବେ ନାହିଁ | ଯଦି ଜଣେ ବ୍ୟକ୍ତି ର ଜୀଵନ ଯିବାର ଥିବ ତେବେ ଭଗବାନ ତାହା ଯେକୌଣସି ବାଟରେ ନେଇ ଯିବେ ଆଉ ଯଦି ଜୀଵନ ବଞ୍ଚାଇବାର ଥିବ ତେବେ କାହା ମାଧ୍ୟମ ରେ ତା ଜୀଵନ ମଧ୍ୟ ରକ୍ଷା କରି ଦେବେ | ସେହିଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ଜଣେ ବ୍ୟକ୍ତି ଙ୍କର ଜୀଵନ ବଞ୍ଚାଇବା ପାଇଁ ପୋଲିସ କର୍ମଚାରୀ ଜଣଙ୍କ କିପରି ଚେଷ୍ଟା କରୁଛନ୍ତି | ତେବେ ଆସନ୍ତୁ ପୁରା ଘଟଣା ଟି କଣ ସେହି ସମ୍ପର୍କ ରେ ଆଲୋଚନା କରିବା |


ଆପଣ ମାନେ ତ ଜାଣିଛନ୍ତି ପୋଲିସ କର୍ମଚାରୀ ମାନଙ୍କର କାମ ହେଉଛି କିପରି ଦେଶ ବାସୀ ଙ୍କୁ ସୁରକ୍ଷା ରେ ରଖିବେ ଯାହାକି ତାଙ୍କର ହିଁ କାର୍ଯ୍ୟ ଅଟେ | କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକୁ ଦେଖୀଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ |

ଯେଉଁଠି କି ଏକ ବ୍ୟକ୍ତି ନିଜ ଜୀଵନ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ବେଳେ ଆଉ ଜଣେ ପୋଲିସ କର୍ମଚାରୀ ତାର ଜୀଵନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି | ଆଉ ଦେଖିବାକୁ ମିଳିଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ କି ରାସ୍ତା ଉପରେ ଲୋକ ଜଣଙ୍କ ବେହସ ହୋଇ ପଡିଛନ୍ତି ଆଉ ତାଙ୍କୁ ହସ କୁ ଆଣିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା ଚଳାଇଛନ୍ତି ପୋଲିସ କର୍ମଚାରୀ ମାନେ |

ଆଉ ଦେଖା ଯାଇଛି କି ପୋଲିସ କର୍ମଚାରୀ ଙ୍କ ଭିତରେ କିଏ ପୋଲିସ ଲୋକ ଜଣଙ୍କର ପାଟି ପଟେ ଆକ୍ସିଜେନ ଦେଉଛନ୍ତି ତ ଆଉ କିଏ ବ୍ୟକ୍ତି ଜଣଙ୍କର ଛାତି କି ଜୋର ରେ ପ୍ରେସର କରିବାକୁ ଲାଗିଛନ୍ତି | ଆଉ ତାହା ସହିତ ପୋଲିସ ବାବୁ ମାନେ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତି ଜଣଙ୍କ ଜୀଵନ ବଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି | ଏଠାରେ ଯେମିତି ପୋଲିସ ଙ୍କର କାର୍ଯ୍ୟ ରହିଛି ତାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ ଯାହାକି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

Leave a Comment