ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ତେବେ ବେଳେବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ଖୁସି ଲାଗିଥାଏ ଏବଂ ଆଉ କେତେକ ଭିଡିଓ ଆମ ମନରେ ଦୁଃଖ ଦେଇଥାଏ। ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ। ଯାହାକି ରାନୀ ପଣ୍ଡା ତାଙ୍କ ବିଷୟରେ ସୋସିଆଲ ମିଡ଼ିଆରେ ସାମ୍ନା ରେ କିଛି ବ୍ୟକ୍ତ ପ୍ରକାଶ କରିଛନ୍ତି।
ତେବେ ବର୍ତ୍ତମାନ ଏହି ଭିଡିଓ ଟି ଶୁଣିଲେ ଆପଣମାନେ ଖୁସି ହୋଇଯିବେ। ତେବେ ଆପଣମାନେ ଯାତ୍ରା ଜଗତର ଆଲବମ୍ କୁଇନ୍ ରାନୀ ପଣ୍ଡାଙ୍କ ବିଷୟରେ ଜାଣିଥିବେ।ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି। ସେ ସବୁବେଳେ କିଛି ନା କିଛି କଥା କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି।ଆଉ ଆଜି ମଧ୍ୟ ଚର୍ଚ୍ଚା ରେ ଆସିଛନ୍ତି।
ତେବେ ରାନୀ ପଣ୍ଡା ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୁ ନେଇ କିଛି କହିଛନ୍ତି କଥା। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଯେଉଁଠି ଦୀର୍ଘ ୨୫ ବର୍ଷ ଧରିକି ଓଡିଶା କୁ ଶାସନ କରି ଚାଲିଛନ୍ତି ନବୀନ ପଟ୍ଟନାୟକ ।
ଆଉ ଓଡିଶା ବାସୀ ଙ୍କର ସୁଖରେ ଦୁଃଖରେ ଭଲରେ ଆଉ ମନ୍ଦ ରେ ସବୁଥିରେ ନିଜର ସାଥ ଓଡିଶା ବାସୀ ମାନଙ୍କ ସହିତ ଦେଇଛନ୍ତି ନବୀନ ପଟ୍ଟନାୟକ । ଆଉ ତାଙ୍କର 25 ତମ ଶୁଭେଚ୍ଛା ଉତ୍ସବ ଅବସରରେ ରାଣୀ ପଣ୍ଡା କହିଛନ୍ତି କି ନବୀନ ପଟ୍ଟନାୟକ ଖାଲି ଆଜି କି କାଲି ନୁହଁନ୍ତି ଆଗାମୀ ସାତ ଜନ୍ମ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ରୁହନ୍ତୁ ବୋଲି ସେ ଚାହୁଁଛନ୍ତି।
ଆଉ ଓଡିଶା ବାସୀ ଙ୍କ ସହିତ ଏହିଭଳି ଭାବରେ ରୁହନ୍ତି ।ତାହା ସହିତ ସେ ନବୀନ ପଟ୍ଟନାୟକ ଙ୍କର ସୁସ୍ଥ ଓ ସୁଖୀ ଜୀବନ ମଧ୍ୟ କାମନା କରିଛନ୍ତି ରାଣୀ ପଣ୍ଡା । ଆଉ ତାହା ସହିତ କହିଛନ୍ତି ଏହିଭଳି ଭାବରେ ନବୀନ ପଟ୍ଟନାୟକ ଆଗକୁ ମାଡ଼ି ଚାଲନ୍ତୁ ଓ ଓଡିଶା କୁ ମାଡ଼ି ଦିଅନ୍ତୁ ବୋଲି । ଆଉ ଯାତ୍ରା କଳାକାର ରାଣୀ ପଣ୍ଡା ଙ୍କର ଏହିଭଳି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଲୋକ ମାନେ ମଧ୍ୟ ବେଶ ଚର୍ଚ୍ଚା କରିବାକୁ ଲାଗିଛନ୍ତି ।