ଭାଇରାଲ ଭିଡିଓ ! ଛତାବର ରେ ରାନୀପଣ୍ଡା ଙ୍କ ତାଣ୍ଡବ… ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…

କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ଛାତବର ର ଏକ କାର୍ଯ୍ୟକ୍ରମ ରେ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଦେଖିବା ପାଇଁ ମିଳିଛି, ଯିଏ କି ସବୁବେଳେ ବିବାଦ କୁ ନେଇ ଖୁବ ଚର୍ଚ୍ଚା ରେ ରହି ଥାଆନ୍ତି | ତେବେ ସେ ଏହି ମଞ୍ଚରେ ଏଣ୍ଟ୍ରି କରିବା ପରେ କହିଛନ୍ତି କି, ତେବେ ସେ ଏହି ମଞ୍ଚରେ କହିଛନ୍ତି କି ଯାହା ହେଉ ଆଜି ଏହି କାର୍ଯ୍ୟକ୍ରମ ରେ ମାଇକିନା ପଲ ପ୍ରବଳ, ସେ ଘରୁ ଭାବିକି ଆସିଛନ୍ତି କାଳେ ରାଣୀ ପଣ୍ଡା ନଙ୍ଗଳା ମଙ୍ଗଳା ହୋଇଯିବ କିନ୍ତୁ ସେମିତି ହେଉନି ଠିପି ଟାଇଟ |

କିଛି ଭାଇ ମାନେ ଏବଂ କିଛି ଧରମ ଘଇତା ମାନେ ବି ରେଡି ହୋଇକି ଅଛନ୍ତି | ମୁଁ ଆସିବା ପୂର୍ବରୁ ଶୁଣି ଥିଲି କି ଏହି ଅଞ୍ଚଳ ରେ କିଛି ଲୋକ ଅଛନ୍ତି ଯେଉଁ ମାନେ ଏହି ଅନୁଷ୍ଠାନ ର ପିଲା ମାନଙ୍କୁ କହିଲେ କି କଣ ରାଣୀ ପଣ୍ଡା କୁ ନେଇକି ଆସୁଛ ସେଟା ଗୋଟେ ଏକ ନମ୍ବର ଛତରଖାଇ ଟା |

 


ତେବେ ଯେଉଁ ମାନେ ଏହି କଥା କହି ଥିଲେ ସେମାନେ ଯଦି ଏହି ବସିଥିବା ଦର୍ଶକ ଙ୍କ ମଧ୍ୟରେ ଥିବେ ତାହେଲେ ଜାଣି ପାରୁ ଥିବେ କି ରାଣୀ ପଣ୍ଡା ଫୁଲ ପିନ୍ଧିକି ଆସିଛି | ଆମେ ସବୁବେଳେ ଚେଷ୍ଟା କରିବା କି ଭଗବାନ ଙ୍କ ପାଇଁ କିଛି ସମୟ ବାହାର କରିବା ଏବଂ ହୃଦୟବାନ ମଣିଷ ଟିଏ ହୋଇଥିବା ଦରକାର |

ମୁଁ ଏବେ ଘଣ୍ଟାଏ ରହିବି ପୁରା ତାକଧୀନାଧୀନ କରିବି ମା ଭଉଣୀ ମାନେ କାଠେଇକି ବସିବ ନହେଲେ ପୁଣି କହିବ ନାହିଁ ରାଣୀ ପଣ୍ଡା ଆସିଥିଲା ଆମ ଛୁଆ ପିଲା ଙ୍କୁ ପୁଣି ଖରାପ କରିକି ପଳେଇଲା | ମାନେ କି ଖଣ୍ଡଗିରି ରେ ମୋର ବ୍ଲାଉଜ ଖୋଲିଲା ସେହି ଦିନରୁ ମୁଁ ଅପମାନ ର ପାତ୍ରୀ ହୋଇକି ଆଜି ପର୍ଯ୍ୟନ୍ତ ବଞ୍ଚିଛି |

କିନ୍ତୁ କିଛି ମାତ୍ରା ରେ ଦର୍ଶକ ଅଛନ୍ତି ଯେଉଁ ମାନେ ମତେ ବହୁତ ଭଲ ପାଆନ୍ତି ଏଣୁ ମୁଁ ଆଜି ବି ଏକ କଳାକାର ର ମାନ୍ୟତା ପାଇ ରାଣୀ ପଣ୍ଡା ର ଆଖ୍ୟା ନେଇ ମଞ୍ଚରେ ଠିଆ ହୋଇ କଳା ପରିବେଷଣ କରିବାର ସୋଭାଗ୍ୟ ମତେ ମିଳୁଛି | ତେବେ ରାଣୀ ପଣ୍ଡା ଏହା ମଧ୍ୟ କହିଛନ୍ତି କି ଆସନ୍ତା ବର୍ଷ ଏହି ଛତାବର ରେ କାର୍ତ୍ତିକଶ୍ଵରୀ ପୂଜା ରେ ମୁଁ ମୂର୍ତ୍ତି ଡୋନେଟ କରିବି | ଆଉ ଆପଣଙ୍କ ଅଞ୍ଚଳ ରେ ଯଦି କେହି ଗରିବ ସାହାଯ୍ୟ ର ହାତ ବଢ଼ାନ୍ତି ତେବେ ମୁଁ ନିଶ୍ଚିୟ ମୋ ସକ୍ଷମ କୁ ନେଇ ମୁଁ ତାଙ୍କ ଘରେ ଚୂଡ଼ା ଚାଉଳ ନେଇ ପହଞ୍ଚି ଯିବି |

 

ଆଉ କାହା ଘରେ ଗରିବ ଲୋକ ଟିଏ ଝିଅ ବାହାଘର କରେଇ ପାରୁନି ତେବେ କନ୍ୟା ଦାନ ପାଇଁ ମୁଁ ଦାୟିତ୍ୱ ନେବାକୁ ନିହାତି ଭାବରେ ଆଗେଇ ଆସିବି ବୋଲି ରାଣୀ ପଣ୍ଡା କହିଛନ୍ତି | ଆଉ ମୁଁ ବହୁତ ଦିନ ପରେ ଯାତ୍ରା ଇଣ୍ଡଷ୍ଟ୍ରି ରେ ପାଦ ଦେଇଛି ଆଉ ମୋ ଯାତ୍ରା ନାଟକ ଥରେ ଦେଖିବା ପାଇଁ ଆସନ୍ତୁ ମୁଁ ଭାବୁଛି ଏହି ଯାତ୍ରା ଦେଖିଲେ ଯେଉଁ ମାନେ ରାଣୀପଣ୍ଡା କୁ ଘୃଣା କରୁଛନ୍ତି ତାହା କିଛି ମାତ୍ରାରେ ଦୂରେଇ ଯାଇ ପାରେ | ଏହାପରେ ରାଣୀ ପଣ୍ଡା କେତୋଟି ଗୀତରେ ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରି ଥିଲେ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ତାଙ୍କର କଥା ଶୁଣି ଦର୍ଶକ ମଧ୍ୟ ରାଣୀ ପଣ୍ଡାଙ୍କୁ ଖୁବ ପ୍ରଶଂସା କରିଛନ୍ତି |

Leave a Comment