ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ବର୍ତମାନ ପିଣ୍ଟୁ ନନ୍ଦ ମୃତ୍ୟୁକୁ ନେଇ ବହୁତ ଚର୍ଚ୍ଚା ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ପିଣ୍ଟୁ ନନ୍ଦ ଶେଷ କଲରେ ନିଜର ସ୍ତ୍ରୀ ସହିତ କଥା ହେବା କଥା କହିବି |ପିଣ୍ଟୁ ନନ୍ଦ ଜଣେ ଭଲ କଳାକାର ସହିତ ଭଲ ଚରିତ୍ରର ବ୍ୟକ୍ତିଥିଲେ, ତାଙ୍କର ସୁନ୍ଦର ଅଭିନୟ ସାରା ଓଡିଶା ବାସୀଙ୍କୁ ବହୁତ ଖୁସି କରିଥାଏ |ପିଣ୍ଟୁ ନନ୍ଦଙ୍କ ପରି ଭଲ କଳାକାରକୁ ହରାଇ ଆଜି ସାରା ଓଡିଶା କାନ୍ଦୁଛି,ପିଣ୍ଟୁ ନନ୍ଦ ଦର୍ଶକଙ୍କ ସାମ୍ନାକୁ ସବୁବେଳେ ସୁନ୍ଦର କମେଡି ସହିତ ଖଳନାୟକ ଭୂମିକାରେ ମଧ୍ୟ ଆସନ୍ତି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦ ନିଜ ସ୍ତ୍ରୀ ସୀଲପା ସହିତ ଶେଷ କଲ କରି କେଉଁ ସବୁ କଥା କହିଛନ୍ତି ସେ ବିଷୟରେ ସମସ୍ତ କଥା ଜାଣିବା |
ପିଣ୍ଟୁ ନନ୍ଦ ଓଡ଼ିଶରେ ଜଣେ ସୁନାମ ଧନ୍ୟ କଳାକାର ଥିଲେ, ତାଙ୍କର ସୁନ୍ଦର ଅଭିନୟ ଏବେବି ମଧ୍ୟ ଲୋକଙ୍କ ମନରେ ଜାଗ୍ରତ ହୋଇ ରହିଛି |ପିଣ୍ଟୁ ନନ୍ଦ ସବୁ ବେଳେ ଖୁସିରେ ରହିବା ପାଇଁ ବହୁତ ଭଲ ପାଉଥିଲେ, ସେ ବହୁତ ଦିନରୁ ଏହି ଓଡିଶା ସିନେମା ଜଗତରେ ପାଦ ଦେଇଥିଲେ |ପ୍ରଥମେ ସେ ଏକ ଓଡ଼ିଆ ଆଲବମ କରି ବହୁତ ପ୍ରସଂଶିତ ହୋଇଥିଲେ ପରେ ତାଙ୍କୁ ଓଡ଼ିଆ ଫିଲ୍ମ କରିବାର ମଧ୍ୟ ସଯୋଗ ମିଳିଥିଲା |ସେ ପ୍ରାୟ ପଚାଶରୁ ଅଧିକ ସିନେମା କରିଛନ୍ତି, ଏହି ପରି ସୁନ୍ଦର ଭାବରେ ତାଙ୍କର ଜୀବନ ରାସ୍ତା ଚାଲିଥିବା ସମୟରେ ପିଣ୍ଟୁ ନନ୍ଦ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହେଲେ |
ପରେ ସେ ଭୁବନେଶ୍ୱରରେ ଚିକିତ୍ସା ପାଇ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ, ପିଣ୍ଟୁ ନନ୍ଦ ତାଙ୍କ ସ୍ତ୍ରୀ କୁ ଡିଭର୍ସ ଦେଇଥିଲେ ତାଙ୍କର ଦୁଇ ପୁତ୍ର ମଧ୍ୟ ଥିଲା |କିନ୍ତୁ ଡିଭର୍ସ ପରେ ମଜ୍ଞ ପିଣ୍ଟୁ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ସହିତ ବହୁତ କଥା ମଧ୍ୟ ସେୟାର କରୁଥିଲେ |ପିଣ୍ଟୁ ନନ୍ଦ ଯେତେବେଳେ ଦିଲ୍ଲୀ ଚିକିତ୍ସା ପାଇଁ ଯାଇଥିଲେ ସେଠାରେ ସେ ନିଜ ସ୍ତ୍ରୀ ସହିତ ଫୋନରେ କଥା ହେଉଥିଲେ, ତାଙ୍କ ଭିତରେ ଥିବା ରାଗ ରୋଷା କମିଯାଇଥିଲା |ପିଣ୍ଟୁ ମାରିବାର କିଛି ସମୟ ପୂର୍ବରୁ ସେ ତାଙ୍କ ସ୍ତ୍ରୀ ସହିତ କଥା ହେବାର ମଧ୍ୟ ଖବର ଆସିଛି, ପିଣ୍ଟୁ ଯେତେବେଳେ ତାଙ୍କ ସ୍ତ୍ରୀଙ୍କ ସହିତ କଥା ହୋଇଥିଲେ ତାହାଯେ ପିଣ୍ଟୁଙ୍କର ଶେଷ କଲ ଥିଲା ତାହା ସେ ଜାଣିନଥିଲେ |
ପିଣ୍ଟୁ ନନ୍ଦଙ୍କ ସହିତ କଥା ହୋଇ ତାଙ୍କ ସ୍ତ୍ରୀ ତାଙ୍କୁ କହିଛନ୍ତି ଯେ ତୁମେ ନିଶ୍ଚିତ ଭଲ ହୋଇଯିବ ଆଉ ଭଲ ହୋଇ ଘରକୁ ଆସିଲେ ମୁଁ ତୁମର ବହୁତ ଯତ୍ନ ନେବି ଆମ ପୁଅମାନେ ମଧ୍ୟ ତୁମକୁ ବହୁତ ଖୁଜୁଛନ୍ତି |ତୁମେ ଆସିଲେ ଆମେ ସାଙ୍ଗ ହୋଇ ବହୁତ ମଜା କରିବା ଏହିପରି କିଛି ସମୟ କଥା କଲ ରଖିଥିଲେ |ନିଜ ସ୍ତ୍ରୀ ସହିତ କଥା ହୋଇ ପିଣ୍ଟୁ ବହୁତ ଖୁସିଥିଲେ ପରେ ତାଙ୍କ ଦେହ ଅଧିକ ଖରାପ ହେବାରୁ ଗତ ବୁଧବାର ଦିନ ରାତିରେ ପିଣ୍ଟୁଙ୍କ ମୃତ୍ୟୁ ହୋଇଥିଲା |ନିଜ ସ୍ତ୍ରୀ ସହିତ ପିଣ୍ଟୁ ନନ୍ଦଙ୍କ ଶେଷ କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।