ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଅନେକ ସମୟରେ କିଛି ଏମିତି ଦୁଃଖଦ ଘଟଣା ସାମ୍ନା ଆସିଥାଏ ଯେ ଯାହାକୁ ଦେଖିବା କ୍ଷଣି ଆଖିରୁ ଲୁହ ଆସି ଯାଇଥାଏ । ତେବେ ସେହିପରି କିଛି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି ।
ତାହାଲେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା ।ତେବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ।ତେବେ ମନୁଷ୍ୟ ଜୀବନ କେତେବେଳେ କେଉଁ ରୂପରେ କେଉଁ ମୋଡ଼ ନେଇଥାଏ ତାହା କେହି ବି କଳ୍ପନା କରି ପାରି ନଥାନ୍ତି। ଆଉ ତାହା ମଧ୍ୟ ସମସ୍ତଙ୍କୁ ଅଛପା ହୋଇଥାଏ। କାହା ସହିତ କେତେବେଳେ କଣ ଘଟିବ ତାହା କେହି ବି କଳ୍ପନା କରି ପାରିବେ ନାହିଁ। ଆଜ୍ଞା ହଁ କିଏ କେତେବେଳେ କେଉଁ ସବୁ ଦୁର୍ଘଟଣା ର ଶିକାର ମଧ୍ୟ ହେବାକୁ ଯାଉଛନ୍ତି ତାହା ମଧ୍ୟ ଚେଷ୍ଟା କରି କେହି ଜାଣିପାରି ନଥାନ୍ତି।
ତେବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ତେବେ ଘଟଣାଟି ଥିଲା ଭୁବନେଶ୍ବର ର। ଆଜି ଭୁବନେଶ୍ୱରର ଉପକଣ୍ଠ ଦାରୁଠେଙ୍ଗ ଡ୍ରମ୍ପିଙ୍ଗ ୱାର୍ଡ଼ ଠାରେ ଏକ ଦୁର୍ଘଟଣା ଘଟିଛି। ଆଉ ସେହି ଦୁର୍ଘଟଣାରେ ଚାଲି ଯାଇଛି ଜଣେ ବାପାର ଜୀବନ। ବିଏମସି ର ଓଳିଆ ବୁହା ଗାଡ଼ି ଧକ୍କା ରେ ସେ ବ୍ୟକ୍ତିର ମୃତ୍ୟୁ ହୋଇଛି। ଆଉ ମୃତକ ଜଣକ ହେଉଛନ୍ତି ରାମୁ ଗାଗାରେ। ଆଜି ବିଏମସି ର ଏକ ଓଳିଆ ବୁହା ଗାଡ଼ି ସ୍ଥାନୀୟ ଅଞ୍ଚଳର ରାମୁ ଗାଗାରେଙ୍କ ଉପରେ ଚଢ଼ି ଯାଇଥିଲା। ଆଉ ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଆଉ ଏହାସହ କିଛି ଦାବି ନେଇ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଗୁଡ଼ିଏ ଗାଡ଼ି ଅଟକି ରହିଥିଲା। ଚନ୍ଦକା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସ୍ଥାନୀୟ ବିଧାୟକ, ମେୟର ଏବଂ ବିଏମସି ର କମିଶନର ସମସ୍ତେ ପହଞ୍ଚିଥିଲେ। ମୃତକଙ୍କ ପରିବାର ଭିତରୁ ଜଣକଙ୍କୁ ଚାକିରି ଓ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଘୋଷଣା କରିଥିଲେ ସରକାର। ଆଉ ତାପରେ ଶବ ଉଠିଥିଲା। ୫ ଲକ୍ଷ ଟଙ୍କା, ପୁଅକୁ ଚାକିରି ଏହା କଣ ଅଭାବୀ ପରିବାରର ଭୋଗ ମେଣ୍ଟାଇ ପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।