ଆପଣ ତ ଅନେକ ପ୍ରକାରର ଅନେକ ଷ୍ଟାଇଲ ର ଡାନ୍ସ ଭିଡିଓ ସବୁ ଦେଖିଥିବେ।ପୁଣି ସେହିଭଳି ଏକ ଜବରଦସ୍ତ ଡାନ୍ସ ଭିଡିଓ କୁ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ତେବେ ଏହି ଭିଡିଓ ଟି ହେଉଛି ଏକ ଯାତ୍ରା ର ଭିଡିଓ। ଏଠାରେ ଏହି ଯୁବତୀ ଜଣକ ଯେଉଁଭଳି ଭାବରେ ଷ୍ଟେଜ୍ ଉପରେ ଡ୍ୟାନ୍ସ ପ୍ରଦର୍ଶନ କରୁଛନ୍ତି ତାହା ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ ଏବଂ ଆଶ୍ଚର୍ଯ୍ୟ ବି ହେବେ। ତେବେ ଆପଣ ଏହି ଡାନ୍ସ ଭିଡିଓ ରେ କିଛି ଭିନ୍ନ ଅନ୍ଦାଜ ର ଡାନ୍ସ ଷ୍ଟାଇଲ କୁ ଦେଖିବାକୁ ପାଇବେ। ଯାହାକୁ ହୁଏତ ଆପଣ ଆଗରୁ ଦେଖିବା ପାଇଁ ପାଇ ନଥିବେ।
ଏକ ଭିନ୍ନ ସ୍ୱାଦର ଓଡ଼ିଆରେ ଏକ ଆଇଟମ୍ ସଙ୍ଗୀତରେ ସେ ଯାତ୍ରା ଷ୍ଟେଜ୍ ଉପରେ ଡାନ୍ସ କରୁଛନ୍ତି।ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ଆଉ ଏହାକୁ ସୋସିଆଲ ମିଡିଆରେ ଅନେକ ମଧ୍ୟ ଦେଖିବାର ସୁଯୋଗ ପାଆନ୍ତି। ତେବେ ଅନେକ ଯୁବପିଢି ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।
ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଡାନ୍ସ ଭିଡିଓ ନିଶ୍ଚିତ ଦେଖୁଥିବେ। ଆପଣ ତ ଜାଣିଛନ୍ତି ଅନେକ ଯୁବକ ଯୁବତୀ ଅନେକ ସମୟରେ ସେମାନଙ୍କ ର ବିଭିନ୍ନ ପ୍ରକାରର ଡାନ୍ସ ଦେଖାଇ ଥାଆନ୍ତି। ଯଦିଓ ବିଭିନ୍ନ ପ୍ରକାରର ଡାନ୍ସ ଷ୍ଟାଇଲ ରହିଛି। ସବୁ ଡାନ୍ସର ସମାନ ଡାନ୍ସ ଷ୍ଟାଇଲ ରେ ଡାନ୍ସ କରନ୍ତି ନାହିଁ। କିନ୍ତୁ ଡାନ୍ସ ଯେମିତି ବି ହୋଇଥାଉ ତାହା ଦେଖିବାକୁ ବହୁତ୍ ଭଲ ଲାଗିଥାଏ। ଯେମିତି ଏଠାରେ ଏହି ଯୁବତୀ ଜଣକ ଏକ ଭିନ୍ନ ଗେଟ୍ ଅପ୍ ରେ ଯାତ୍ରା ଷ୍ଟେଜ୍ ଉପରେ ସମସ୍ତଙ୍କ ଆଗରେ ଡାନ୍ସ କରୁଛନ୍ତି।
ଏକ ସୁନ୍ଦର୍ ଓଡ଼ିଆ ଆଇଟମ୍ ଗୀତର ତାଳେ ତାଳେ ସେହି ଯୁବତୀ ଜଣକ ଏହି ଡାନ୍ସକୁ ଦେଖାଉଛନ୍ତି। ଅନେକ ଲୋକ ଷ୍ଟେଜ୍ ଆଗରେ ଛିଡା ହୋଇ ଏହି ଡାନ୍ସ କୁ ଉପଭୋଗ କରୁଛନ୍ତି। ଏହାକୁ ଦେଖି ସେଠାର ଉପସ୍ଥିତ ସମସ୍ତେ ବେଶ୍ ଆନନ୍ଦିତ ହେବା ସହ ସେମାନଙ୍କ ଡାନ୍ସ କୁ ତାଳି ମାରି ଉତ୍ସାହିତ କରୁଛନ୍ତି ଏବଂ ସେହି ଯୁବତୀ ଜଣକ ଉପରକୁ ଫୁଲ ଫିଙ୍ଗୁଛନ୍ତି। କିନ୍ତୁ ଠିକ୍ ସେହି ସମୟରେ ଦର୍ଶକଙ୍କ ମଧ୍ୟରୁ ଜଣେ ମହିଳା ଡ୍ୟାନ୍ସ କରୁଥିବା ଯୁବତୀ ଙ୍କ ଉପରକୁ ଚପଲ ଫିଙ୍ଗିଥିଲେ । କାରଣ ତାଙ୍କର ଡ୍ୟାନ୍ସ ର ଶୈଳୀ ଏବଂ ତାର ଗେଟ୍ ଅପ୍ ତାଙ୍କୁ ପସନ୍ଦ ଲାଗି ନଥିଲା। ତେବେ ଏହି ଯାତ୍ରା ପ୍ରୋଗ୍ରାମ ଟି ଭଦ୍ରକ ରେ କାଳୀପୂଜା ଅବସରରେ ଆୟୋଜିତ କରାଯାଇଥିଲା। ଆଉ ଏମିତି ସବୁ ଘଟଣା ସେଠାରେ ଘଟିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।